ବିଦୁସ୍ମିତା ଏବେ ଖଳନାୟିକା

ସିନେମା
ସେୟାର କରନ୍ତୁ

ଓଲିଉଡ଼ରେ ନିଜର ପ୍ରଭାବଶାଳୀ ଅଭିନୟ ଦେଖାଇ ଦୀର୍ଘ 20ବର୍ଷ ହେଲା ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଦାସ । ଏବେ ପୁଣି ବିଦୁସ୍ମିତା ଦର୍ଶକଙ୍କ ମନ ଜିତିବାକୁ ଆସୁଛନ୍ତି ନିଜ ମନ ପସନ୍ଦ ଚରିତ୍ରରେ ।

ଦର୍ଶକ ଖୁବ ଶୀଘ୍ର ଦୁଇଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ । ଏଥିମଧ୍ୟରୁ ପ୍ରଥମଟି ହେଲା ‘ବାବୁ ଭାଇଜାନ୍’। ଦ୍ୱିତୀୟଟି ହେଉଛି ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ’ ହିରୋଇନ’ରେ ଦର୍ଶକ ଖଳନାୟିକା ଚରିତ୍ରରେ ଦେଖିବାକୁ ପାଇବେ ।

ଏହି ଦୁଇଟି ଫିଲ୍କରେ ବିଦୁସ୍ମିତାଙ୍କର ଦମଦାର ଚରିତ୍ରକୁ ନେଇ ଦର୍ଶକ ଭରପୁର ଉପଭୋଗ କରିପାରିବେ ବୋଲି ଆଶା ରଖିଛନ୍ତି ।


ସେୟାର କରନ୍ତୁ