ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଗାଡି ଚଳାଚଳ ଠପ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଦଫା ଦାବୀ ପୂରଣ ନେଇ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଡ୍ରାଇଭର ସଂଘ । ଏହି ସମୟରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ସଂଘ ତରଫରୁ ଧର୍ମଘଟ, ବିକ୍ଷୋଭ ସହିତ ପ୍ରତିବାଦ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି । କେବଳ ଅତ୍ୟାବଶ୍ୟକିୟ ସେବାକୁ ବାଦ ଦେଲେ ରାସ୍ତାରେ ବ୍ୟବସାୟୀକ ଜାନବାହାନ ଚଳାଚଳକୁ ବିରୋଧ କରିଛି ଡ୍ରାଇଭର ସଂଘ । ଏହି ଧର୍ମଘଟ ଯୋଗୁଁ ବସ, ଟ୍ରକ, ଟ୍ୟାକ୍ସି ସହ କେତେକ ଜାଗାରେ ସର୍ବସାଧାରଣ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ