ରାଜ୍ୟରେ ପ୍ରାକ ମୌସୁମୀର ପ୍ରଭାବ ଆରମ୍ଭ

Truthink
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ପାଗ ଧୀରେ ଧୀରେ ବଦଳି ବାରେ ଲାଗିଛି । ଆକାଶ ପ୍ରାୟ ମେଘାଚ୍ଛର୍ଣ ରହୁଛି । ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ମିଳିବ ତ୍ରାହି । ମୌସୁମୀ ଆଗାମୀ 4ରୁ 5 ଦିନ ଭିତରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରାଯାଉଛି । ରାଜ୍ୟରେ ଏବେ ଅନେକ ଜାଗାରେ ଲାଗି ରହିଛି ପ୍ରାକ ମୌସୁମୀ ବର୍ଷା । ଆଗାମୀ 3ରୁ 4 ଦିନ ମଧ୍ୟରେ 2ରୁ 3 ଡିଗ୍ରୀ ଯାଏ ତାପମାତ୍ରା ତଳକୁ ଖସିବ ବୋଲି ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।


ସେୟାର କରନ୍ତୁ