ସଲମାନ ଖାନଙ୍କ ‘ପ୍ୟାର କରୋନା’ ରିଲିଜ ହେବା ପରେ ଲକଡାଉନରେ ରିଲିଜ ହେବାକୁ ଯାଉଛି ନୂଆ ସଙ୍ଗୀତ ‘ତେରେ ବିନା’, Video ହେଉଛି ଭାଇରଲ…

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶରେ କରୋନା ଭାଇରସ କାରଣରୁ ଯେଉଁଠି ଲକଡାଉନ ଜାରିରହିଛି,ତେବେ ସେଇଠି ବଲିଓଡ ଭାଇଜାନ ତଥା ସଲମାନ ଖାନ ପୁଣି ଥରେ ଫ୍ୟାନ୍ସ ମାନଙ୍କୁ ନୂଆ ତୋଫା ଦେବାକୁ ଯାଉଛନ୍ତି । ତେବେ ସଲମାନ ଖାନଙ୍କ ଜଲ୍ଦି ନୂଆ ଗୀତ ‘ତେରେ ବିନା’ ରିଲିଜ ହେବାକୁ ଯାଉଛି । ଏହି କଥାର ଜାନକାରୀ ସଲମାନ ଖାନ ନିଜେ ଏକ ଭିଡ଼ିଓ ଜରିଆରେ ଦେଇଛନ୍ତି । କହିଦେବାକି ଏହା ପୂର୍ବରୁ ଆକ୍ଟରଙ୍କର ‘ପ୍ୟାର କରୋନା’ ଗୀତ ରିଲିଜ ହୋଇଥିଲା । ସଲମାନ ଖାନଙ୍କର ଏହି ସଂଗୀତକୁ ଫ୍ୟାନ୍ସ ମାନଙ୍କର ଖୁବ ପ୍ୟାର ମିଳିଥିଲା ।

View this post on Instagram

@jacquelinef143 @waluschaa

A post shared by Salman Khan (@beingsalmankhan) on

ଏବେ ସଲମାନ ଖାନ ‘ପ୍ୟାର କରୋନା’ ଗୀତର ଅପାର ସଫଳତା ପରେ ଏକ ନୂଆ ଗୀତକୁ ଆଣିବାକୁ ଯାଉଛନ୍ତି । ତେବେ ଏହି ଥର ସଲମାନ ଖାନ ‘ତେରେ ବିନା’ ଗୀତରେ ବଲିଓଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ସହିତ ନଜର ଆସିବେ । ସେଇଠି ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ସହ ଇଣ୍ଟରଭିୟୁ ଦେଇକରି ସଲମାନ କହୁଛନ୍ତି, ‘ଗୋଟିଏ ଗୀତ ମୋର ମନରେ ଥିଲା । ତୋ ମୁଁ ଚିନ୍ତା କରୁଛିକି ଏହି ସମୟରେ ଗୀତକୁ ରିଲିଜ କରିଦେବା । ତୋ ଆମର ବିଲଡିଂ ଗ୍ୟାଲେସ୍କି ଭିତରେ ଜଣେ ଆମର ଛୋଟ ବେଳର ବନ୍ଧୁ ରହୁଛନ୍ତି, ଯାହାର ନାମ ଅଜ୍ଜୁ ଭାଟିଆ । ତୋ ଯେବେ ସେ ଏହି ସଂଗୀତ ଶୁଣାଇଲା ମୋତେ ବହୁତ ପସନ୍ଦ ଆସିଲା ।’

ସଲମାନ ଖାନ ଭିଡ଼ିଓରେ ଆଗକୁ କହୁଛନ୍ତି, ‘ଏହି ଗୀତ କେଉଁ ଫିଲ୍ମରେ ଫିଟ ହେଉ ନଥିଲା, ଏହା ଏହି ପ୍ରକାରର ସଂଗୀତ ଅଟେ । ତେବେ ମୁଁ ଚିନ୍ତା କଲି କି ଏହି ଗୀତକୁ ଏହି ଠାରେ ରିଲିଜ କରିଦେବା । ନିଜର ପ୍ରଡକ୍ସନ ହାଉସ ତ ରହିଅଛି ।’ କହିଦେବାକି ‘ତେରେ ବିନା’ ଗୀତର ସୁଟିଂ ସଲମାନ ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ନିଜର ପନୱେଲ ଵାଲେ ଫାର୍ମ ହାଉସରେ କରିଛନ୍ତି । ଭିଡ଼ିଓରେ ସଲମାନ କହୁଛନ୍ତି କି ଏହି ଗୀତର ସୁଟିଂ ତାଙ୍କୁ ଚାରି ଦିନ ଲାଗିଥିଲା । ସଲମାନ ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ଏହି ଭିଡ଼ିଓ ଖୁବ ଭାଇରଲ ହେଉଅଛି ଏବଂ ଫ୍ୟାନ୍ସ ମାନେ ତାଙ୍କର ଅପକମିଂ ସଂଗୀତକୁ ଦେଖିବା ପାଇଁ ଖୁବ ଉତ୍ସାହିତ ଅଛନ୍ତି ।


ସେୟାର କରନ୍ତୁ