ବଜାରକୁ ଆସୁଛି Redmi_9A,ତେବେ ଜାଣିରଖନ୍ତୁ କଣ ରହିଛି ଏଥିରେ ବିଶେଷ ଫିଚର

Truthink
ସେୟାର କରନ୍ତୁ

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ ।

କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।
ଜାଣନ୍ତୁ କ’ଣ ରହିଛି ଫିଚର୍ସ (ରେଡମୀ ୯ଏ ଓ ୯)

ରେଡମୀ ୯ଏ ର ଡିସେପ୍ଲ ସାଇଜ୍ ୬.୪ ଇଞ୍ଚ ରହିଥିବା ବେଳେ ରେଡମୀ ୯ର ୬.୩ ରହିଛି ।
ଉଭୟର ଡିସପ୍ଲେ ଟାଇପ୍ ଫୁଲ୍ ଏଚଡି ସୁପର ହୋଇଥିବା ବେଳେ ଆଣ୍ଡ୍ରୋଏଡ୍ ୯ ପାଇ ରହିଛି ।
ଫ୍ରଣ୍ଟ କ୍ୟାମେରା ୮ ଏମପି ରହିଥିବା ବେଳେ ରେଡମୀ ୯ର ୫ଏମପି ରହିଛି ।
ସେହିପରି ରିୟର କ୍ୟାମେରା (୯ଏ)- ୧୩ ଏମପି+ ୫ ଏମପି ହୋଇଥିବା ବେଳେ ରେଡମୀ ୯ର (୧୩ ଏମପି+୨ ଏମପି) ରହିଛି ।


ସେୟାର କରନ୍ତୁ