ମୁଖ୍ଯମନ୍ତ୍ରୀ କଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମେଡ଼ିକାଲ୍‌ ପିଜି ପାଠ୍ୟକ୍ରମର ଶୁଭାରମ୍ଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନାତକୋତର ଚିକିତ୍ସା ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଏବଂ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ପ୍ରଥମ (2022-23) ବ୍ୟାଚ ସ୍ନାତକୋତର ଚିକିତ୍ସା ଶିକ୍ଷାର ଶୁଭାରମ୍ଭ କରିଛନ୍ତି ।


ସେୟାର କରନ୍ତୁ