Viral Video: ଶାହନାଜ ଗିଲ ଇଦ୍ ପାର୍ଟୀରେ ସଲମାନ ଖାନଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଲା, ପୁଣି ହାତ ଧରି କହିଦେଲେ ଏହି ବଡ କଥା …

ଭାଇରାଲ ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଇଦ ହେବ ଆଉ ବଲିଓଡ଼ରେ ରୋନକ ହେବନି ଏପରି ହୋଇପାରିବନି । ଇଦର ଏହି ଖାସ ମୌକାରେ ଅର୍ପିତା ଖାନ ଶର୍ମା ଇଦ ପାର୍ଟିକୁ ସବୁ ବଲିଓଡ଼ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ଦେଇଥିଲେ । ଏହି ପାର୍ଟିରେ ସଲମାନ ଖାନ ନିଜର ଖାସ ସାଙ୍ଗ ଜ୍ୟାକଲିନ ଫର୍ନାଡ଼ିଜ, କିୟାରା ଆଡ଼ଭାନୀ, କୃତି ଖରବଂଦା ପରି ବଡ ସିତାରେ ପାର୍ଟିର ସୌନ୍ଦର୍ଯ୍ୟ ବଢାଇବା ଦେଖାଯାଇଥିଲା । ଏହି ପାର୍ଟିକୁ ଜହ୍ନ ଆସିବନି ଏପରି ହୋଇପାରିବନି । ହଁ,ଆମେ କଥା ହେଉଛେ ପଞ୍ଜାବର କ୍ୟାଟ୍ରିନା ସହନାଜ ଗିଲ ଙ୍କର । ଏହି ପାର୍ଟିରେ ସମସ୍ତଙ୍କ ନଜର ସହନାଜ ଗିଲଙ୍କ ଉପରେ ଥିଲା । କଳା ସୁଟରେ ନଜର ଆସୁଥିବା ସହନାଜ ଗିଲଙ୍କ ଉପରୁ ଲୋକଙ୍କ ନଜର ହଟିବା ନାମ ନେଉ ନଥିଲା । ତେବେ ଭାଇଜାନ ବି ସହନାଜଙ୍କୁ ଦେଖୁ ଦେଖୁ ରହିଗଲେ ।

ଏବେ ସହନାଜ ଗିଲଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ଦେଖାଯାଇପାରିବ କି ସହନାଜ ଯେମିତି ଏହି ଇଦ ପାର୍ଟିରେ ସଲମାନ ଖାନଙ୍କୁ ଦେଖୁଛନ୍ତି, ସେ କିଛି ଚିନ୍ତା ନକରି ସିଧା ତାଙ୍କୁ ଗଳାରେ ଲଗାଉଛନ୍ତି । ଏତିକି ନୁହେଁ ଏହାପରେ ସହନାଜ ସଲମାନ ଖାନଙ୍କୁ ଧରି ନିଜ କାର ପର୍ଯ୍ୟନ୍ତ ନେଇଯାଉଛନ୍ତି । ସେ କହୁ ଛନ୍ତି ଶୁଣାଇ ଦେଉଛି କି ‘ଛାଡି ଆସ ମୋତେ, ଏହା ସହିତ ସେ କହୁଛନ୍ତି ଜଣାଅଛି ସଲମାନ ଖାନ ମୋତେ ଛାଡିବାକୁ ଆସୁଛନ୍ତି ‘ ।

ଏହା ପୂର୍ବରୁ ବାବା ସିଦିକିଙ୍କ ଇଫତାର ପାର୍ଟିରେ ଦୁଇଜଣଙ୍କୁ ଏକାଠି ଦେଖାଯାଇଥିଲା । ଏହି ପାର୍ଟିରେ ବି ଦୁଇଜଣ ବହୁତ ରୋନକ ଜମାଇ ଥିଲେ । ବତାଇ ଦେଉଛୁ କି ସହନାଜ ଗିଲ ଏବେ ସଲମାନ ଖାନଙ୍କ ସହିତ ତାଙ୍କର ଆସୁଥିବା ଫିଲ୍ମରେ ନଜର ଆସିବେ । ସହନାଜ ତାଙ୍କର ବଲିଓଡ଼ ଡେବିଉ ସଲମାନ ଖାନଙ୍କ ଫିଲ୍ମରୁ କରିବାକୁ ଯାଉଛନ୍ତି । ଦୁଇଜଣ କଭୀ ଇଦ କଭୀ ଦିବାଲି ଫିଲ୍ମରେ ସାଥି ହୋଇ କାମ କରୁଛନ୍ତି ।


ସେୟାର କରନ୍ତୁ