Tridha Choudhury Look: : ଆଶ୍ରମର ବବିତା ସେୟାର କଲେ ଏମିତି ଫଟୋ, ଦେଖୁ ଦେଖୁ ହୋଇଗଲା viral

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଶ୍ରମ ୱେବ ସିରିଜରେ boldness ର ତଡକା ଲଗାଇଥିବା ବବିତାଙ୍କର ନୂଆ ଫୋଟୋ ସୋସିଆଲ ମେଡିଆରେ ଭାଇରାଲ viral ହେଉଛି । ଫୋଟୋରେ ତ୍ରିଧା ଚୌଧୁରୀ (Tridha Choudhury) ବିକିନିରେ ଏପରି jalwa ଦେଖେଇଛନ୍ତି କି ଦେଖୁ ଦେଖୁ ଫୋଟୋ viral ହୋଇଯାଇଛି ।

ତ୍ରିଧା ଚୌଧୁରୀ ସଦାବେଳେ instagram ରେ ନିଜର ହଟ ଫୋଟୋ ସେୟାର କରିଥାନ୍ତି । ଅଭିନେତ୍ରୀ ନିଜର ଏପରି ଫୋଟୋ ସେୟାର କରିଛନ୍ତି ଯାହାଉପରୁ ପ୍ରଶଂସକଙ୍କ ନଜର ହଟାଇବା ଅସୁବିଧା ହେଉଛି । ଫୋଟୋରେ ତ୍ରିଧା ସୁନେଲି ରଙ୍ଗର ବିକିନିରେ ନଜର ଆସୁଛନ୍ତି । ତ୍ରିଧାଙ୍କ ଏହି ବୋଲଡ ପୋଜ ଇଣ୍ଟରନେଟରେ ଧମାଲ ମଚାଉ ଅଛି ।

ଆଶ୍ରମର ବବିତା ଏହି ଫୋଟୋ ସୁଟ ଦୁବାଇରେ କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି । ପ୍ରଶଂସକ ମାନେ କମେଣ୍ଟ ସେକ୍ସନରେ ବହୁତ ପ୍ରଶଂସା କରୁଛନ୍ତି । କେହି ତାଙ୍କୁ ହଟ କହୁଛନ୍ତି ତ କେହି ଗର୍ଜିୟସ । କିନ୍ତୁ ଏତିକି ଜରୁରୀ କି ଫୋଟୋକୁ ଦେଖିଲାପରେ ପ୍ରଶଂସକ ନିଜେ ନିଜକୁ କମେଣ୍ଟ କରିବାରୁ ରୋକି ପାରୁନାହାନ୍ତି ।

ଏହି ଫୋଟୋକୁ ତ୍ରିଧା ଚୌଧୁରୀ ନିଜର instagram ଆକାଉଣ୍ଟ ରେ ସେୟାର କରିଛନ୍ତି । କ୍ୟାପ୍ସନରେ ଅଭିନେତ୍ରୀ ଲେଖିଛନ୍ତି ମୁଝ ମେଁ ଦେବୀ ହେ ,ଫୋଟୋସହିତ ଅଭିନେତ୍ରୀଙ୍କ କ୍ୟାପ୍ସନ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଅଛି ।

ତ୍ରିଧା ଚୌଧୁରୀ ଆଶ୍ରମରେ ସାଧା ସିଧା ଶିଷ୍ୟା ବବିତାର ରୋଲ ନିଭାଇ ଥିଲେ । ଏହା ସହିତ ବବି ଦେଓଲଙ୍କ ସହ ଏପରି ବୋଲଡ ସିନ ଦେଇଥିଲେ ଯେ ସିନର ଚର୍ଚା ବହୁତ ଦିନ ପର୍ଯ୍ୟନ୍ତ ହୋଇଥିଲା । ଆଶ୍ରମ ପୂର୍ବରୁ ତ୍ରିଧା ଚୌଧୁରୀ ଅନେକ ବଙ୍ଗାଳି ଓ ତେଲୁଗୁ ଫିଲ୍ମରେ କାମ କରି ସାରିଛନ୍ତି । ଏହାସହିତ ସେ ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସହ ଏକ music ଭିଡ଼ିଓରେ କାମ କରିଛନ୍ତି ଯାହାର ବହୁତ ଚର୍ଚା ହୋଇଥିଲା ।


ସେୟାର କରନ୍ତୁ