ଘରେ କେବେ ମଧ୍ୟ ଲଗାନ୍ତୁ ନାହିଁ ଏହି ଫଟୋ, ମାନସିକ ଅଶାନ୍ତି ଏବଂ ସମ୍ପର୍କରେ ଆସିଯାଇଥାଏ ଚିନ୍ତା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

Vastu Tips: ବାସ୍ତୁ ଶାସ୍ତ୍ରରେ ଆଜି ଜାଣନ୍ତୁ ମନୋବଳ ବଢାଇବା ପାଇଁ ଘରେ କେଉଁ ଛବି ଲଗାଇବା ଉଚିତ । କିଛି ଲୋକ କେବେ କିଛି କାରଣ ପାଇଁ ତ ଆଉ କିଛି ଲୋକ ବିନା କାରଣରେ ଚିନ୍ତାରେ ରହିଥାନ୍ତି । ଯେଉଁଥି ପାଇଁ ତାଙ୍କର ମନବକ କିମ୍ବା ଆତ୍ମବିଶ୍ୱାସ ହଲଚଲରେ ରହିଥାଏ ଏବଂ କିଛି ନୂଆ କାମକୁ କରିବାର ରୁଚି ମଧ୍ୟ ଧିରେ ଧିରେ କମ ହୋଇଥାଏ । ଏମିତିରେ ଚାହିଁବା କି ଏହି ଲୋକଙ୍କ ଆଖପାଖରେ ସବୁବେଳେ ପଜିଟିଭିଟି ରହିଥାଉ ଏବଂ ଖୁସିରେ ରହିଥାନ୍ତୁ । ଏଥିପାଇଁ ତାଙ୍କର ଆତ୍ମବିଶ୍ଵାସ ଏବଂ ମନୋବଳ ବଢାଇବା ପାଇଁ ଉଚ୍ଚ ପାହାଡ଼ କିମ୍ବା ଉଡ଼ୁଥିବାର ପକ୍ଷୀ ଚିତ୍ର ଲଗାନ୍ତୁ ।

ଯେଉଁ ପ୍ରକାରରେ ପକ୍ଷୀ ପୁରା ଜୋସରେ ଏକ ନୂଆ ଗନ୍ତବ୍ୟସ୍ଥଳ ଅନୁସନ୍ଧାନରେ ଆକାଶରେ ଉଡୁଅଛି ଏବଂ ପାହାଡ଼, ଯେପରି ଝଡ଼ ହେଉ ଅବା ପବନ, ସର୍ବଦା ନିଜ ସ୍ଥାନରେ ଦୃଶ୍ୟମାନ ରହିଥାଏ, ସେହିଭଳି ଚିତ୍ର ଦେଖିବା ଦ୍ୱାରା ସେହି ବ୍ୟକ୍ତିଙ୍କ ମନରେ ଉତ୍ସାହ ଏବଂ ଆତ୍ମବିଶ୍ୱାସ ବଢିଥାଏ । ଏଥି ସହିତ ସମୁଦ୍ରରେ ଉଠୁଥିବା ତରଙ୍ଗର ଚିତ୍ର କେବେବି ଘରେ ରଖିବା ଉଚିତ୍ ନୁହେଁ । ଏହିପରି ଚିତ୍ର ରଖିବା ଦ୍ୱାରା ମାନସିକ ଅଶାନ୍ତି ରହିଥାଏ ଏବଂ ସମ୍ପର୍କ ମଧ୍ୟରେ ଟେନସନ ଆସିଥାଏ ।

ଏହି ଲେଖାଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ ଏବଂ ସେୟାର କରନ୍ତୁ । ଅଧିକ ଖବର ଜାଣିବା ପାଇଁ Chrome ଦ୍ୱାରା Truthink.in ଲଗିଂନ କରନ୍ତୁ ।


ସେୟାର କରନ୍ତୁ