ଆମ୍ରପାଲି ଏବଂ ନିରହୁଆଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଲଗାଇଲା ସୋସିଆଲ ମିଡିଆରେ ନିଆଁ, ‘ରଜାଇ ମେ ଲୁଗାଇ’ ଗୀତ ଭାଇରାଲ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ : ଆଜିକାଲି ଭୋଜପୁରୀ ଗୀତ ସବୁଆଡେ ଧୁମ୍ ମଚାଉ ଅଛି । ପ୍ରଶଂସକମାନେ ଭୋଜପୁରୀ ଗୀତରେ ନାଚିବାକୁ ଖୁବ ପସନ୍ଦ କରନ୍ତି । ତେବେ ଭୋଜପୁରୀ ସିନେମା ସୁପରଷ୍ଟାର ନିରହୁଆଙ୍କ ଗୀତ ଆସିବା ମାତ୍ରେ ଭାଇରାଲ ହୋଇଯାଏ ।

କହିବାକି ଆମ୍ରପାଲି ଏବଂ ନିରହୁଆଙ୍କ ଯୋଡିକୁ ପ୍ରଶଂସକମାନେ ବହୁତ ଭଲ ପାଆନ୍ତି । ଏ ଦୁହିଁଙ୍କର ଅନସ୍କ୍ରିନ କେମେଷ୍ଟ୍ରିକୁ ପ୍ରଶଂସକ ବହୁତ ପସନ୍ଦ କରନ୍ତି । ତେବେ ଏହି ସମୟରେ ଏହି ଦୁହିଁଙ୍କ ଗୀତ ‘ରଜାଇ ମେ ଲୁଗାଇ’ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସୁଅଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଏହି ଗୀତଟି ଫିଲ୍ମ ରାଜା ବାବୁର ଅଟେ । ଏହି ଗୀତକୁ କଳ୍ପନା ଏବଂ ଛୋଟ ବାବା ଗାଇଛନ୍ତି । ଏଥିସହିତ ଏହି ଗୀତର ଲିରିକ୍ସ ଆଜାଦ ସିଂହ ଦେଇଛନ୍ତି । ପ୍ରଶଂସକମାନେ ଏହି ଗୀତକୁ ବାରମ୍ବାର ୟୁଟ୍ୟୁବରେ ସର୍ଚ୍ଚ କରୁଛନ୍ତି ।


ସେୟାର କରନ୍ତୁ