ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଚଞ୍ଚଳମନା ରହିବେ । ସୁସମ୍ବାଦ ପ୍ରାପ୍ତ ହୋଇପାରେ । ଲଟକିଥିବା କାମ ସ˚ପୂର୍ଣ୍ଣ ହେବ । କଳାତ୍ମକ କାର୍ଯ୍ୟରେ ମନ ଲାଗିପାରେ । ପ୍ରେମରେ ସଫଳତା ମିଳିବ ।

ବୃଷ: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ । ବୈବାହିକ ଜୀବନ ଭଲ ରହିଛି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ବିଭିନ୍ନ ଦିଗରୁ ସହଯୋଗ ।

ମିଥୁନ: ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି । ବ୍ୟବସାୟ କରୁଥିବା ଲୋକଙ୍କ ଆଜି ଦିନଟି ଭଲ ରହିଛି । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

କର୍କଟ: ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି । ଜୀବନସାଥୀଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ । ଛାତ୍ରୀମାନେ ଲେଖାପଢ଼ା ନେଇ ଯୋଜନା କରିବେ।

ସି˚ହ: କିଛି ଜରୁରୀ ବାହାରକୁ ଯାଇପାରନ୍ତି । କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକମାନେ ଭଲ ଆୟ କରି ପାରନ୍ତି ।

କନ୍ୟା: ମନ ପ୍ରସନ୍ନ ରହିବ । ବିବାଦରେ ବିଜୟୀ ହେବେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ତୁଳା: ମାଲିମୋକଦ୍ଦମାରେ ବିଜୟୀ ହେବାର ସମ୍ଭାବନା ରହିଛି । ଆପଣଙ୍କର କ୍ଷମତା ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ବିଛା: ଅର୍ଥନୈତିକ କାରବାରରେ ଲାଭ ମିଳିପାରେ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ଧନୁ: ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ । ଅନ୍ୟ ଲୋକଙ୍କ ଜରିଆରେ ଆପଣଙ୍କ କାମଟିକୁ ପୂରା କରିବାରେ ସକ୍ଷମ ହେବେ । ସମାଜରେ ମାନ ସମ୍ମାନ ପାଇବାର ଯୋଗ ରହିଛି ।

ମକର: ପାରିବାରିକ ଜୀବନ ସୁଖମୟ ହେବ । ଭବିଷ୍ୟତକୁ ଆଖି ଆଗରେ ରଖି କାମ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ ।

କୁମ୍ଭ: ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।

ମୀନ: ଆପଣଙ୍କର କ୍ଷମତା ବୃଦ୍ଧି ହେବ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ । ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ ।


ସେୟାର କରନ୍ତୁ