ଖେସାରୀ ଲାଲ ଏବଂ କାଜଲ ରାଘବାନୀଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଲୋଟିଲା ପ୍ରସଂଶକଙ୍କ ହୃଦୟ, ଦେଖନ୍ତୁ ଭିଡ଼ିଓ…

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ: ଭୋଜପୁରୀ ସିନେମା ସୁପରଷ୍ଟାର ଖେସାରୀ ଲାଲ ଯାଦବ ଏବଂ କାଜଲ ରାଘବାନୀଙ୍କ ଯୋଡିକୁ ଦର୍ଶକେ ବହୁତ ପସନ୍ଦ କରିଥାନ୍ତି । ତାଙ୍କର ଯେକୌଣସି ଭିଡିଓ ଆସିବା ମାତ୍ରେ ଭାଇରାଲ୍ ହୋଇଥାଏ । ଏହି ଯୋଡି ଆସିବା ମାତ୍ରେ ଷ୍ଟେଜରେ ନିଆଁ ଲଗାଇ ଦେଇଥାନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ….

କହିବାକି ଖେସାରୀ ଲାଲ ଏବଂ କାଜଲ ରାଘବାନୀଙ୍କ ଏକ ଗୀତ ଆଜିକାଲି ଖୁବ ଭାଇରାଲ ହେବାରେ ଲାଗିଛି । ଏଦୁହିଁଙ୍କର ଅନସ୍କ୍ରିନ କେମେଷ୍ଟ୍ରି ପ୍ରସଂଶକଙ୍କୁ ଖୁବ ପସନ୍ଦ ଆସୁଅଛି । ଏହି ଯୋଡି ଏମିତି ଅନେକ ଗୀତରେ ତାଙ୍କର ଭଲ ପ୍ରଦର୍ଶନ ଦେଖାଇ ପ୍ରସଂଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।


ସେୟାର କରନ୍ତୁ