କ୍ରିତି ସାନନ ୱାର୍କଆଉଟ କରୁଥିବାର ସେୟାର କଲେ ଲାଟେଷ୍ଟ ଫଟୋ, ତେଜିରେ ଭାଇରାଲ ହେଉଛି ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କ୍ରିତି ସାନନ ନିଜର ସୋସିଆଲ ମିଡିଆ ପୋଷ୍ଟରେ ନିଜକୁ ‘ୱାର୍କ ଇନ୍ ପୋଗ୍ରେସ’ ବୋଲି ବର୍ଣ୍ଣନା କରିଛନ୍ତି । କ୍ରିତି ଇନଷ୍ଟାଗ୍ରାମରେ ଏକ କଠିନ ଯୋଗ ସ୍ଥିତିରେ ଏକ ଫଟୋ ପୋଷ୍ଟ କରିଛନ୍ତି । ତାଙ୍କୁ ନୀଳ ଯୋଗ ପ୍ୟାଣ୍ଟ ଏବଂ ସ୍ପୋର୍ଟସ୍ ବ୍ରା ରେ ଚକ୍ରସନ କରୁଥିବାର ଦେଖିବାକୁ ମିଳିଥିଲା ​​।

ଫଟୋ ସହିତ ସେ ଲେଖିଛନ୍ତି, “ମୁଁ ଏହା କରିବାକୁ ଚିନ୍ତା କଲି । କିନ୍ତୁ ତା’ପରେ ମୁଁ ଭାବିଲି ଏହା ପରଫେକ୍ଟ ନୁହେଁ । କିନ୍ତୁ ସବୁକିଛି ପରଫେକ୍ଟ ହେବା ଉଚିତ କାହିଁକି? ହ୍ୟାସଟ୍ୟାଗ ୱାର୍କଇନ ପୋଗ୍ରେସ । ପ୍ରଗତିରେ ଖୁସି ଅଟେ । “

କ୍ରିତି ପୂର୍ବରୁ ଐତିହାସିକ ଡ୍ରାମା ଫିଲ୍ମ ‘ପାନିପତ’ରେ ନଜର ଆସିଥିଲେ । ପରବର୍ତ୍ତୀ ସମୟରେ ସେ ସରୋଗେସି ଆଧାରିତ ଫିଲ୍ମ ‘ମିମି’ରେ ଅଭିନୟ କରିବେ ।

https://www.instagram.com/p/CHAIzd6gcn8/?utm_source=ig_web_copy_link


ସେୟାର କରନ୍ତୁ