ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ – ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ସତ୍‌ସଙ୍ଗୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

ବୃଷ – କାର୍ଯ୍ୟରେ ସଫଳତା ପାଇବେ । ମନ ପ୍ରସନ୍ନ ରହିବ ଓ ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବାର ସମ୍ଭାବନା ରହିଛି । ପରିବାର ପ୍ରତି ସ୍ନେହ ଭାବ ରହିବ ।

ମିଥୁନ – ଭାଗ୍ୟଶାଳୀ ହେବେ । ବିଳାସୀ ବ୍ୟସନରେ ଦିନଟି କାଟିବ । ସୁଖ-ସମୃଦ୍ଧିୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା ମାନଙ୍କ ଗହଣରେ ସମୟ ଅତିବାହିତ ହେବ ।

କର୍କଟ – ମନ ପ୍ରଫୁଲ୍ଲ ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ ପ୍ରତିହିଂସାପରାୟଣ ହୋପଇାରନ୍ତି । ସ୍ୱାଭିମାନୀ ହେବେ । ଶତ୍ରୁମାନଙ୍କ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଦୃଷ୍ଟି ରଖିବାକୁ ପଡିବ ।

ସିଂହ – ଇଚ୍ଛା ପୂରଣ ହୋଇପାରେ ଓ ବ୍ୟବସାୟ ଲାଭ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧର୍ଯ୍ୟବାନ ହେବେ । କାର୍ଯ୍ୟରେ ସଫଳତା ପାଇ ଗର୍ବ ଅନୁଭବ କରିବେ ।

କନ୍ୟା – ଭାଇମାନଙ୍କ ସହ ସ୍ନେହଭାବ ରହିବ । ସାମାନ୍ୟ ଚକ୍ଷୁ ପୀଡା ଅନୁଭବ କରିପାରନ୍ତି । ସାହାସିକତା ପଦକ୍ଷେପ ନେଇ ପାରନ୍ତି । ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।

ତୁଳା – ସାମାଜିକ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ ଓ କର୍ମଚଞ୍ଚଳ ରହିବେ । ସନ୍ତାନ ସନ୍ତନ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ହଠାତ୍ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଳାସୀ ବ୍ୟସନରେ ଦିନଟି କାଟିବ ।

ବିଛା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମରେ ମନ ବାଳିବ ଏବଂ ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକ କର୍ମ ଉପରେ ଧ୍ୟାନ ଦେବେ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି ।

ଧନୁ – ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି ।ଲୋକପ୍ରିୟତା ଅର୍ଜନ କରିବେ । ସ୍ୱାଭିମାନୀ ହେବେ ଓ ମନ ପ୍ରସନ୍ନ ରହିବ । ଧର୍ମଭାବାନ୍ନ , ମଧୁରଭାଷୀ, ମେଳାପୀ ଓ ସାହସୀ ହେବେ ।

ମକର – ଭାଗ୍ୟଶାଳୀ ହେବେ । ବ୍ୟବସାୟ ଲାଭଜନକ ହେବାର ସମ୍ଭାବନା ରହିଛି । ବ୍ୟକ୍ତିତ୍ୱକୁ ଅଧିକ ବିକଶୀତ କରିାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତ୍ରିିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।

କୁମ୍ଭ – ଶ୍ରମ ସାର୍ଥକ ହେବ ଓ ଐଶ୍ୱର୍ଯ୍ୟରୁକ୍ତ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । କର୍ମରେ ପାରଙ୍ଗମ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ରହିବେ ।

ମୀନ – ଘାତଚନ୍ଦ୍ର ଭୋଗ ହେତୁ ଈଶ୍ୱରଙ୍କ ପ୍ରାର୍ଥନା ଓ କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହୋଇାରନ୍ତି । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିବେ ।


ସେୟାର କରନ୍ତୁ