ଜ୍ୟାକଲିନ ଫର୍ଣ୍ଣାଡ଼ିଜ ଗଛ ଉପରେ ଚଢ଼ୁଥିବାର ଆସୁଛନ୍ତି ନଜର, ସଲମାନ ଖାନଙ୍କ ଫାର୍ମ ହାଉସରେ ଏମିତି ଜୀବନ ଜୀଉଁଛନ୍ତି ଏକ୍ଟ୍ରସ- ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କରୋନା ଭାଇରସ ଲକଡାଉନ କାରଣରୁ ଏହି ସମୟରେ ସଲମାନ ଖାନ ନିଜର ଫାର୍ମ ହାଉସରେ ରହିଛନ୍ତି । ତାଙ୍କ ସାଥିରେ ତାଙ୍କ ପରିବାର ଏବଂ ବଲିଓଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ମଧ୍ୟ ରହିଛନ୍ତି । କିନ୍ତୁ ସଲମାନ ଖାନ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଦେଖାଯାଉଛି କି କ୍ଵାରେଣ୍ଟିଂନରେ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ଭାଇଜାନଙ୍କ ଫାର୍ମହାଉସରେ କେମିତି ଜୀବନ ବିତାଉଛନ୍ତି । ସଲମାନ ଖାନଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡ଼ିଓ ଖୁବ ଭାଇରଲ ହେଉଅଛି, ଏହା ସାଥିରେ ମଧ୍ୟ ଫ୍ୟାନ୍ସମାନେ ଏହି ଭିଡ଼ିଓ ଉପରେ ଜମକର କମେଣ୍ଟ କରୁଛନ୍ତି । ଏହି ଭିଡିଓକୁ ସେୟାର କରି ସନମାନ ଖାନ କହିଲେକି ଏହି ଫିଲ୍ମ ନିଜେ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ବନାଇଛନ୍ତି ।

View this post on Instagram

@jacquelinef143

A post shared by Salman Khan (@beingsalmankhan) on

ସଲମାନ ଖାନଙ୍କ ଦ୍ୱାରା ସାଝା କରାଯାଇଥିବା ଏହି ଭିଡ଼ିଓରେ ଦେଖାଯାଉଛି କି ଜ୍ୟାକଲିନ ଫର୍ଣ୍ଣାଡ଼ିଜ ସକାଳେ ଫାର୍ମହାଉସରେ ସୁନ୍ଦର ଦୃଶ୍ୟ ସାଥିରେ ବିତାଉଛନ୍ତି । ଚା’ର ଚୁସ୍କି ସାଥିରେ ନିଜର ଦିନ ଆରମ୍ଭ କରି ଜ୍ୟାକଲିନ ଫାର୍ମହାଉସରେ ଥିବା ଜାନୁଆର ମାନଙ୍କୁ ମଧ୍ୟ ବିଡ଼ିଓରେ ଦେଖାଉଛନ୍ତି । ଏହା ସାଥିରେ ଜ୍ୟାକଲିନ ନଡ଼ିଆ ଗଛରେ ଚଢ଼ୁ ଥିବାର ନଜର ଆସୁଛନ୍ତି । ଏହା ବ୍ୟତୀତ ଭିଡ଼ିଓରେ ଅଭିନେତ୍ରୀ ଘୋଡ଼ା ସଵାରୀ କରୁଥିବାର ଓ ଘୋଡ଼ାକୁ ଗାଧୋଉଥିବାର ଏବଂ ଘୋଡ଼ାକୁ ଘାସ ଖୁଆଉଥିବାର ମଧ୍ୟ ନଜରରେ ଆସୁଛନ୍ତି । ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ଏହି ସର୍ଟ ଫିଲ୍ମକୁ ସେୟାର କରି ସଲମାନ ଖାନ ଲେଖିଛନ୍ତି, ‘ଜ୍ୟାକଲିନ ଦ୍ୱାରା ବନାଯାଇଥିବା ଫିଲ୍ମ ।’

ଜ୍ୟାକଲିନ ଫର୍ଣ୍ଣାଡ଼ିଜ ନିଜର ସର୍ଟ ଫିଲ୍ମ ଜରିଆରେ ସଲମାନଙ୍କ ଫାର୍ମହାଉସର ପୁରା ଦୃଶ୍ୟ ଜବରଦସ୍ତ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ଦେଖାଇଛନ୍ତି । କହିଦେବାକି ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ବ୍ୟତୀତ ସଲମାନ ଖାନଙ୍କ ଫାର୍ମ ହାଉସରେ ତାଙ୍କର ଖାସ ଦୋସ୍ତ ୟୁଲିଆ ବଂତୁର ମଧ୍ୟ ରହିଛନ୍ତି । ସେଇଠି ଏକ୍ଟ୍ରସଙ୍କର ଵର୍କଫ୍ରଣ୍ଟର କଥା କହିବାତ ସେ ଜଲ୍ଦି ଫିଲ୍ମ ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ହିରୋରେ ନଜର ଆସିବେ । ଏହି ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ ଦିଶା ପଟାନି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସାଥିରେ ଫିଲ୍ମରେ ରଣଦୀପ ହୁଡ୍ଡା ମଧ୍ୟ ନଜର ଆସିବେ । ଏମିତିରେ ଫିଲ୍ମ ଇଦରେ ରିଲିଜ ହେବାର ଥିଲା କିନ୍ତୁ ଲକଡାଉନ କାରଣରୁ ଫିଲ୍ମ ଡେଟ ଘୁଞ୍ଚାଇ ଦିଆଯାଇଅଛି ।


ସେୟାର କରନ୍ତୁ