ହଟ ଅନ୍ଦାଜରେ ଯୋଗ କରୁଥିବା ଅଲାୟା ଏଫଙ୍କର ଭିଡ଼ିଓ ଭାଇରଲ, Lockdownକୁ ଏମିତି କରୁଛନ୍ତି ଇଂନଞ୍ଜୟେ

ସିନେମା
ସେୟାର କରନ୍ତୁ

ଅଭିନେତ୍ରୀ ଅଲାୟା ଏଫ ଲକଡାଉନକୁ ସଦୁପଯୋଗ କରିବା ପାଇଁ ନୂଆ-ନୂଆ ଜିନିଷ ଶିଖୁ ଅଛନ୍ତି । ଅଭିନେତ୍ରୀ ଏଥର ଯୋଗ କରିବା ଆରମ୍ଭ କରୁଅଛନ୍ତି । ସେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଯୋଗ ପ୍ରାଟୀସ କରୁଥିବାର ଦେଖାଯାଉଛନ୍ତି । ବେଗ୍ରାଉଣ୍ଡରେ ‘ଖୋ ଗୟେ ହମ କାହାଁ’ ଗୀତ ବାଜୁଅଛି ।

ଅଲାୟା ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ଲେଖିଛନ୍ତି, ‘ମୁଁ ନିଜ ଜୀବନରେ କେବେ ଯୋଗ କରିନାହିଁ, କିନ୍ତୁ ଏବେ ମୋର ପସନ୍ଦର କାମ ଅଟେ ମୋଟ ଯୋଗ ଭିଡିଓକୁ ଖୋଜିବା ଏବଂ ମୁଁ ସେହି ଦିନ ପାଇଁ ବହୁତ ଉତ୍ସାହିତ ଅଛି ଯେବେ ମୁଁ ସେହି ଭିଡ଼ିଓ ଭଳିଆ ଯୋଗ କରିପାରିଵି । ଏହାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।’

ଏହା ପୂର୍ବରୁ ସେ ସୋସିଆଲ ମିଡ଼ିଆରେ ଗୋଟିଏ ପୋଷ୍ଟ କରିଥିଲେ, ଯେଉଁଠି ସେ ଓଲଟା ଯୋଗ ମୁଦ୍ରାରେ ଦେଖା ଦେଇଥିଲେ ।

ଅଭିନେତ୍ରୀ ଅଲାୟା ଏଫ ଥୟ କରିଛନ୍ତି କି ସେ ଏହି ଲକଡାଉନ ଭିତରେ ମଧ୍ୟ ରଚନାତ୍ମକ ରୂପରେ ସକ୍ରିୟ ରହିବେ । ସେ ପଢ଼ିଥାନ୍ତି, ଫିଲ୍ମ ଦେଖିଥାନ୍ତି, ଅନ ଲାଇନ କ୍ଲାସ ନେଇଥାନ୍ତି, ଖାନା ବନାଇ ଥାନ୍ତି ଏବଂ ଫିଟ ରହିବା ପାଇଁ ନୂଆ-ନୂଆ ତରିକା ଆପଣାଇଥାନ୍ତି ।


ସେୟାର କରନ୍ତୁ