ଦୁକାନଦାର ଏବେ ବେଶୀ ନେଇ ପାରିବେ ନାହିଁ ତିନି ପ୍ଲାଇ ଵାଲା ମାସ୍କର କୀମତ, କେନ୍ଦ୍ର ସରକାର ତୟ କଲେ 16 ଟଙ୍କାର ରେଟ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ତିନି ପ୍ଲାଇ ଵାଲା ଫେସ ମାସ୍କର କୀମତ 16 ଟଙ୍କା ଧାର୍ଯ୍ୟ କରିଛନ୍ତି । ଉପଭୋକ୍ତା ମାମଲାର ମନ୍ତ୍ରାଳୟ ଅଫିସର ଏବଂ ମାକ୍ସ ନିର୍ମାତାଙ୍କ ମଧ୍ୟରେ ଗୁରବାର ଦିନ ହୋଇଥିବା ବୈଠକରେ ଏହା ନିଷ୍ପତି ହୋଇଅଛି । ବୈଠକ ପରେ ଉପଭୋକ୍ତା ମନ୍ତ୍ରାଳୟ ସଚିବ ପବନ ଅଗ୍ରୱାଲ କହିଲେ କି 3 ପ୍ଲାଇ ଵାଲା ମାସ୍କର କୀମତ ସ୍ତିତି ସଫା ନହେବା କାରଣରୁ ନିର୍ମାତା କେତେ ପ୍ରକାରର ଚୁନତିଆ ସାମ୍ନା କରୁଥିଲେ । ଏଥିପାଇଁ ଆମ୍ଭେ ଏବେ ଏମିତି ଏକ ମାକ୍ସର ଖୁଦୁରା କୀମତ ତୟ କରି ଅଛୁ । ଏହି କୀମତ 30 ଜୁନ୍ ପର୍ଯ୍ୟନ୍ତ ପ୍ରଭାବୀ ରହିବ । ତେବେ ସେନିଟାଇଜର ଏବଂ ମାକ୍ସର ବଢୁଥିବା ମାଙ୍ଗକୁ ନଜରରେ ରଖି ବିଭାଗ ଏହାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ମଧ୍ୟ ଜୁଟି ଅଛି ।

ଏହା ପୂର୍ବରୁ, କେନ୍ଦ୍ର ସରକାର କୋରୋନା ଭାଇରସ ଫେଲିବା ପରେ ହ୍ୟାଣ୍ଡ ସେନିଟାଇଜର ଏବଂ ମାକ୍ସ ବନିବାରେ ଲାଗୁଥିବା ସାମାନର କୀମତ ବଢିବା ପରେ ଏହାର କୀମତ ତୟ କରାଯାଇଥିଲା ।

ଉପଭୋକ୍ତା ମନ୍ତ୍ରାଳୟର ମନ୍ତ୍ରୀ ରାମ ବିଲାସ ପାଶୱାନ କହିଥିଲେ କି ଆବଶ୍ୟକ ବସ୍ତୁ ଅଧିନିୟମ ଅନୁଯାୟୀ 2 ଏବଂ 3 ପ୍ଲାଇ ସର୍ଜିକଲ ମାକ୍ସରେ ଇସ୍ତେମାଲ କରାଯାଉଥିବା ଫେବ୍ରିକର କୀମତ ସେଇଆ ରହିବ, ଯାହା 12 ଫେବୃୟାରୀ 2020କୁ ଥିଲା । ଏହା ପରେ ଦୁ ପ୍ଲାଇ ଵାଲା ଖୁଦୁରା କୀମତ 8 ଟଙ୍କା ପ୍ରତି ମାକ୍ସ, ଯେବେକି ତିନି ପ୍ଲାଇ ଵାଲା ମାକ୍ସର କୀମତ 10 ଟଙ୍କା ତୟ ହୋଇଥିଲା । ତେବେ 200 ଏମଏଲର ହ୍ୟାଣ୍ଡ ସେନିଟାଇଜର ଅଧିକତମ କୀମତ 100 ଟଙ୍କା ତୟ କରାଯାଇଅଛି । ଏହି କୀମତ ମଧ୍ୟ 30 ଜୁନ ପର୍ଯ୍ୟନ୍ତ ପ୍ରଭାବୀ ରହିବ ।

ଏହି ମାସରେ ସରକାର ସେନିଟାଇଜର ଏବଂ ମାକ୍ସକୁ ଆବଶ୍ୟକ ବସ୍ତୁ ଭାବରେ ଘୋଷଣା କରିଥିଲେ । ଏହି ବସ୍ତୁ ମାନଙ୍କର ଜମାଖୋରୀ ରୋକିବା ପାଇଁ ସରକାର ଏହି କଦମ ଉଠାଇଥିଲେ । କେନ୍ଦ୍ର ସରକାର 19 ମାର୍ଚ୍ଚରେ ହ୍ୟାଣ୍ଡ ସେନିଟାଇଜର ବାନୁଥିବା ଇସ୍ତେମାଲ ହେଉଥିବା ଆଲକୋହଲର ଅଧିକତମ କୀମତ ତୟ କରାଯାଇଥିଲା ।


ସେୟାର କରନ୍ତୁ