ଲକଡ଼ାଉନରେ ଏମିତି ବୟଫ୍ରେଣ୍ଡ ସାଥିରେ ଘରେ ଟାଇମ ସ୍ପ୍ରେଣ୍ଡ କରୁଛନ୍ତି ଟାଇଗର ଶ୍ରଫଙ୍କ ଭଉଣୀ, ସାମ୍ନାକୁ ଆସିଲା ବୋଲ୍ଲୋଡ଼ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ବଲିଓଡ଼ ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ନା ସୋସିଆଲ ମିଡିଆରେ ନିଜର ଏକ ଭିଡ଼ିଓ ସେୟାର କରିଅଛନ୍ତି, ଯେଉଁଥିରେ ସେ ନିଜର ବାଲକୋନୀରେ ବିକିନି ପିନ୍ଧି ସନବାଥ ଲୁଫ୍ଟ ଉଠାତି ନଜର ଆସୁଛନ୍ତି । କୃଷ୍ନା ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବ୍ଲାକ କଲରର ବିକିନି ପିନ୍ଧି ଥିବାର ଦେଖା ଯାଉଛନ୍ତି । କୃଷ୍ନାଙ୍କର ଏହି ଭିଡିଓକୁ ଦେଖିବା ପରେ ସାଫ ହେଉଛି କି ସେ ଲକଡ଼ାଉନକୁ ନିଜର ବୟଫ୍ରେଣ୍ଡ ସାଥିରେ ଖୁବ ଏନଜୟେ କରୁଛନ୍ତି ।

ପ୍ରଥମ ଭିଡ଼ିଓରେ ସେ ନିଜର ବୟଫ୍ରେଣ୍ଡ ଏବନ ହୟାମ୍ସଙ୍କ ଉପରେ ନିଜର ବଡି଼କୁ ବାଲାନ୍ସ କରୁଥିବାର ନଜରରେ ଆସୁଛନ୍ତି । ତେବେ ଦ୍ୱିତୀୟରେ ସେ ନିଜର ବାଲକୋନୀରେ ସନବାଥ ନେଉଥିବାର ଦେଖାଯାଉଛନ୍ତି । ଦୁହିଁଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ତେଜିରେ ଭାଇରଲ ହେଉଅଛି ।

ନିଜର ଏହି ପୋଷ୍ଟ କେପସନରେ କୃଷ୍ନା ଲେଖିଲେ, ‘ଆମର ରାସ୍ତାରେ କିଛି ମଧ୍ୟ ପରିସ୍ତିତି ଆସେ ଏହାକୁ ଭଲ ବନାଇବା ପାଇଁ ପ୍ରୟାସ କରୁ । ଆସ କରେକି ତୁମେ ସବୁ ନିଜର ଘରେ ଥିବ । ନିଜର ଶରୀର ଓ ମନକୁ ସୁସ୍ଥ ଏବଂ ଖୁସି ରଖନ୍ତୁ ।’

ଟାଇଗରଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ଅଭିନେତ୍ରୀ ଦିଶା ପଟାନୀ ଫାୟର ଇମୋଜୀ ସାଥିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯେବେକି ଟାଇଗର ଏହି କମେଣ୍ଟରେ ପିୟୁକ ଇମୋଜୀ ପୋଷ୍ଟ କରିଛନ୍ତି ।

ଅଭିନେତା ଅସ୍ମିତ ପଟେଲ କୃଷ୍ନାଙ୍କର ଏହି ପୋଷ୍ଟ ଉପରେ ଲେଖିଛନ୍ତି, ‘ତୁମେ ଦୁଇଜଣ ସିରିଏସ କପଲ ଗୋଲସ ଅଟ ।’ ଏହି ଭିଡିଓକୁ ଏବେ 45 ହଜାରରୁ ବେଶୀ ଲୋକ ଲାଇକ କରିସାରିଲେଣି ।

View this post on Instagram

What a catch. 😍

A post shared by Krishna Jackie Shroff (@kishushroff) on

କୃଷ୍ନା ସବୁବେଳେ ନିଜର ବୟଫ୍ରେଣ୍ଡ ସାଥିରେ ସୋସିଆଲ ମିଡିଆରେ ନିଜର କିଛି ନା କିଛି ସେୟାର କରିଥାନ୍ତି ଏବଂ ନିଜର ନିଜ ବଂଚିବା ଶୈଳୀରେ ପ୍ରଂଶସଙ୍କ ମାନଙ୍କୁ ଖୁସି କରାଇଥାନ୍ତି ।

View this post on Instagram

🏖🔆

A post shared by Krishna Jackie Shroff (@kishushroff) on

View this post on Instagram

Nirvana state of mind. 💫

A post shared by Krishna Jackie Shroff (@kishushroff) on


ସେୟାର କରନ୍ତୁ