ଉର୍ବଶୀ ରୌତେଲା ପୁଣି ଦେଖାଇଲେ ଜବରଦସ୍ତ ଅନ୍ଦାଜ, ସମୁଦ୍ର କୂଳରେ ଏମିତି ପୋଜ ଦେଉଥିବାର ଆସିଲେ ନଜର

ସିନେମା
ସେୟାର କରନ୍ତୁ

ଉର୍ବଶୀ ରୌତେଲା ଏବେ ମାଳଦୀବରେ ଛୁଟି କଟାଉଅଛନ୍ତି । ଏକ୍ଟର ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ଅଛନ୍ତି,ତେବେ ଉର୍ବଶୀ ରୌତେଲା ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଅଛି । ଅହି ଫଟୋରେ ଉର୍ବଶୀ ସମୁଦ୍ର କୂଳରେ ପୂଜ ଦେଉଥିବାର ନଜର ଆସୁଛନ୍ତି । ଏହି ଫଟୋରେ ଏକଟର୍ସ ବ୍ଲୋ କଲରର ଏକ ବିକିନୀରେ ଵିଚ ଉପରେ ଜବରଦସ୍ତ ପୋଜ ଦେଉଛନ୍ତି । ଏକ୍ଟର୍ସଙ୍କର ଏହି ଫଟୋ ଇଂଣ୍ଟରନେଟ ଉପରେ ଖୁବ ଧମାଲ ମଚାଉଛି ।

ଏକ୍ଟର୍ସ ଉର୍ବଶୀ ରୌତେଲାଙ୍କ ଏହି ଫଟୋ ଉପରେ ଫ୍ୟାନ୍ସ ଖୁବ ରିୟାକ୍ଟ କରୁଅଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ସେଇଠି, ଏକ୍ଟର୍ସ ଉର୍ବଶୀ ରୌତେଲା ସ୍କୁବା ଡ୍ରାଇଭିଂ ମଧ୍ୟ କରୁଥିବାର ନଜର ଆସୁଛନ୍ତି,ଯାହାର ଫଟୋ ଏକ୍ଟର୍ସ ଫ୍ୟାନ୍ସ ଙ୍କ ସହିତ ସାଝା କରିଛନ୍ତି । ଏକ୍ଟରଙ୍କ ଏହି ଫଟୋ ମଧ୍ୟ ଖୁବ ଭାଇରଲ ହେଉଅଛି ।

କହିବାକି ଉର୍ବଶୀ ରୌତେଲାଙ୍କ ଗୀତ ‘ଏକ ଡ଼ାୟମଂଡ ଦା ହାର ଲେଦେ ୟାର’ ରିଲିଜ ହୋଇଅଛି । ଏହି ଗୀତକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି । ଏହା ପୂର୍ବରୁ ଉର୍ବଶୀ ରୌତେଲା ଫିଲ୍ମ ‘ପାଗଲପନ୍ତି’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ସାଥିରେ ପୁଲକିତ ସମ୍ରାଟ,ଅନିଲ କପୁର,ଜନ ଅବ୍ରାହାମ ଇଲିୟାନା ଡ଼ିକୄଞ୍ଜ ଏବଂ କୃତି ଖରବଂଦା ପ୍ରମୁଖ ମୁଖ୍ୟ ଭୂମିକାରେ ଦେଖାଯାଇଥିଲେ ।


ସେୟାର କରନ୍ତୁ