ଆପଣଙ୍କର ନିଦ୍ରାହୀନତା ସମସ୍ୟା ରହିଛି କି, ଜାଣନ୍ତୁ ଏହାର କାରଣ ଓ ନିରାକରଣ

Truthink
ସେୟାର କରନ୍ତୁ

ଆଜି କାଲି ଜୀବନରେ ନିଦ ନ ଆସିବାରୁ ଲୋକେ ଚିନ୍ତା କରୁଛନ୍ତି । ଏହା ସାଧାରଣ କଥା ହୋଇଯାଇଛି , କିଛି ଲୋକ ନିଦ ଆସିବାପାଇଁ ରାତିରେ ନିଦ ଟାବଲେଟ୍ ଖାଇଦିଅନ୍ତି । କିନ୍ତୁ ସ୍ୱସ୍ଥ୍ୟ ପାଇଁ ଦେଖିଲେ ନିଦ ଟାବଲେଟ୍ ଖାଇଲେ ବହୁତ ପ୍ରକାରର ସାଇଡ୍ ଇଫେକ୍ଟ ହୋଇଥାଏ , ଆଜି ଆମେ ଆପଣଙ୍କୁ ରାତିରେ ଭଲ ନିଦ ଆସିବାର ଏକ ଏପରି ଆକ୍ୟୁ ପ୍ରେସର ବିଷୟରେ କହିବାକୁ ଯାଉଛୁ , ଯାହାର ସହାୟତାରେ ଆପଣଙ୍କୁ ଭଲ ନିଦ ଆସିବ , ଓ ଅନିଦ୍ରା କାରଣରୁ ସବୁ ରୋଗ ଦୂର ହୋଇଯିବ ।

ସେମିତି ଯେଉଁ ଲୋକ ବହୁତ ରାତି ଯାଏଁ ଅନିଦ୍ରା ରହୁଛନ୍ତି , ତାଙ୍କୁ ଶୋଇବାରେ ଅସୁବିଧା ହେଉଥିବେ , ଆପଣଙ୍କୁ କହିଦେବୁ କି ଅନିଦ୍ରା ରୋଗ ମେଣ୍ଟାଲ୍ ଷ୍ଟ୍ରେସ୍ , ଖରାପ ବାତାବାରଣ , ଅଧିକା ମାତ୍ରରେ ଶରୀରରେ କେଫିନ୍ ଯିବାରୁ ହୋଇଥାଏ,  ଏହା ଛଡା ଯେଉଁ ଲୋକ ନିଶା କରନ୍ତି କିମ୍ବା ରାତିରେ ଭୋକିଲା ଅଧିକା ଖାଦ୍ୟ ଖାଇଥାନ୍ତି , ସେମାନେ ଅନିଦ୍ରାର ଶିକାର ହୋଇଥାନ୍ତି , ଆଜିକାଲି କାମ କାର୍ଯ୍ୟ ଲୋକଙ୍କ ପାଖରେ ଏତେ କାମ ଥାଏ କି ସେମାନେ ଭୁଲିଯାଆନ୍ତି କି ଏକ ସୁସ୍ଥ୍ୟ ଶରୀର ପାଇଁ ଶୋଇବା ବହୁତ ଆବଶ୍ୟକ ହୋଇଥାଏ,  ପୁରାଦିନର ଥକାପଣ ରାତିରେ ଶୋଇକରି ଦୂର କରାଯାଇପାରିବ ।

ବହୁତଥର ଚିନ୍ତା ଓ ଷ୍ଟ୍ରେସ୍ କାରଣରୁ ଲୋକଙ୍କୁ ଶୋଇବାରେ ଅସୁବିଧା ହୋଇଥାଏ । ରାତିରେ ତାଙ୍କୁ ଅନିଦ୍ରାର ଶିକାର ହେବାକୁ ପଡେ , ବିଶେଷଜ୍ଞ ଙ୍କ ମାନିଲେ ନିଦ ନ ଆସିବା ସମସ୍ୟା ଦୂର କରିବାପାଇଁ ନିଦର ଗୁଳି ସେବନ କରିବା ଉଚିତ୍ ନୁହେଁ  କାରଣ ଏହା ଶରୀରରେ ସ୍ଲୋ ପଏଜନ୍ ରୁପରେ କାମ କରିଥାଏ , ଓ ଧୀରେ ଧୀରେ ଶରୀରକୁ ଖାଲି କରିଦିଏ , ସାଧାରଣତଃ ଅନିଦ୍ରା ହେଉଥିବା ଲୋକଙ୍କୁ ଆଖି ଲାଲ୍ ରହିଥାଏ , ଓ ସବୁବେଲେ ନିଦ ନହେବା ଯୋଗୂଂ ଆଖି ଫୁଲିଯାଇଥାଏ , ଅନିଦ୍ରାର୍ ଶିକାର ହେଉଥିବା ଲୋକ କେବେ କାମରେ ମନ ଦିଅନ୍ତି ନାହିଁ ।

ଅନିଦ୍ରା ଦୂର କରିବାପାଇଁ କିଛି ଆକ୍ୟୁ ପ୍ରେସର୍ ପ୍ରୟୋଗ କରିପାରିବେ  ଯାହା ଆପଣଙ୍କୁ ନିଦ ଆସିବାରେ ସାହାଯ୍ୟ କରେ , ଅନିଦ୍ରା ରୋଗ ଦୂର୍ କରିବାପାଇଁ ସବୁଠାରୁ ପ୍ରଥମେ ଏହି ପିଡିତ ବ୍ୟକ୍ତିର କେଉଁ ପ୍ରକାରର ନିଦ ନେବା ଜରୁରୀ , ଏହା ପାଇଁ ଆପଣଙ୍କୁ ସବୁଠାରୁ ପ୍ରଥମେ ଧ୍ୟାନ ଦେବା ଉଚିତ୍ କି ରାତିରେ ଜଲଦି ଶୁଅନ୍ତୁ , ସକାଳୁ ଜଲଦି ଉଠିକରି ଟିକିଏ ଏକ୍ସରସାଇଜ୍ କରନ୍ତୁ , ତାପରେ ଖାଲିପାଦରେ ଟିକିଏ ବାହାରେ ବୁଲନ୍ତୁ , ଏହା ଛଡା ରାତିରେ ଶୋଇବା ପୁର୍ବରୁ ଟିକିଏ ନିଜ ରିଷ୍ଟର ମଧ୍ୟ ବିନ୍ଦୁରେ ଆକ୍ୟୁପ୍ରେସର କରନ୍ତୁ , ଓ ତାହା ସହ ପାଦ କାନ୍ଧ , ଛାତିରେ କିଛି ଆକ୍ୟୁପ୍ରେସର୍ କରନ୍ତୁ , ଏହା ଦ୍ୱାରା ଜଲଦି ଶୋଇପାରିବେ ।


ସେୟାର କରନ୍ତୁ