ଶୀତଦିନେ ଖାଆନ୍ତୁ ଗ୍ରିନ ମଟର ମିଳିବା ଏହି ସବୁ ଫାଇଦା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଗ୍ରୀନ ମଟର ସାଧାରଣତଃ ଶୀତଦିନେ ହିଁ ମିଳିଥାଏ। ଗ୍ରୀନ ମଟର ଖାଇବା ଦେହ ପାଇଁ ମଧ୍ୟ ଭଲ ।  ଏଥିରେ ଭିଟାମିନ ସି, ଫସଫରସ୍‌, ପୋଷକ ତତ୍ତ୍ୱ ଥାଏ । ଆସନ୍ତୁ ଜାଣିବା ଗ୍ରୀନ ମଟର ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

ଗ୍ରୀନ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ। ଏଥିରେ ଆଇରନ ,ଜିଙ୍କ, ମାଙ୍ଗାନିଜ, ଓ କପର ଅଛି।
ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଗ୍ରୀନ ମଟର ଖାଇଲେ ମଧୁମେହ ରୋଗର ଆଶଙ୍କା କମ ହୋଇଥାଏ । ମଟର ଆଖି ଓ ତ୍ୱଚା ପାଇଁ ମଧ୍ ଖଚବ୍‌ ଭଲ।


ସେୟାର କରନ୍ତୁ