ନାଗରିକତା ସଂଶୋଧନ ବିଲ ଉପରେ କହିଲେ ଅଜୟ ଦେବଗନ, ହିଂସାର ଆବଶ୍ୟକତା ନାହିଁ

ସିନେମା
ସେୟାର କରନ୍ତୁ

ଏଜେଣ୍ଡା ଆଜତକ 2019ରେ ବଲିଉଡ଼ କପଲ ଅଜୟ ଦେବଗନ ଓ କାଜଲ ଯାଇଥିଲେ । ଇବେଣ୍ଟରେ ଅଜୟ ଦେବଗନ ଏବଂ କାଜୋଲ ଅପକମିଂ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିଅର’, ଷ୍ଟାରର୍କିଡ଼ଶର ସୋସିଆଲ ମିଡ଼ିଆ ଟ୍ରୋଲିଙ୍ଗ,ଫିଲ୍ମ ସାଥିରେ ଯୁଡେ କେଶ ବ୍ୟତୀତ ଦେଶରେ ହେଉଥିବା ହିଂସା ଉପରେ ମଧ୍ୟ କହିଥିଲେ ।


ସମାଜରେ ତନାବ ଉପରେ କଣ କହିଲେ ଅଜୟ ଦେବଗନ ?

ଇବେଣ୍ଟରେ ଅଜୟ ଦେବଗନଙ୍କୁ ମଂଡରେଟର ସୁଶାନ୍ତ ମେହେତା ପ୍ରଶ୍ନ ପଚାରି ଥିଲେ କି ନାଗରିକତା ସଂଶୋଧନ ବିଲ କାନୁନ CITIZENSIP AMEDMENT BILL (CAB) ଉପରେ ଆପଣଙ୍କର କଣ ପ୍ରତିକ୍ରିୟା ଅଛି ? ଏମିତି ଧାରଣା ଆସୁଅଛି କି ଧର୍ମ ନାମରେ ସମାଜକୁ ବଣ୍ଟା ଯାଉଛି । କଣ ତୁମେ ଏଥିରେ ସହମତ ଅଛନ୍ତି ? ଏହାର ଜବାବରେ ଅଜୟ ଦେବଗନ କହିଲେ,ମୁଁ ଏହା ଉପରେ ସହମତ କିମ୍ବା ଅସହମତ ହେବା ଵାଲା କେହି ନୁହେଁ । ମୋର କହିବା ହେଉଛି କି ଏ ଲୋକତନ୍ତ୍ର ଅଟେ ।

ଅଜୟ କହିଲେ, ‘ଯେଉଁ ଲୋକ ମାନନ୍ତି ତାଙ୍କର ନିଜର ରାୟ ଅଛି ଏବଂ ଯେ ନ ମାନନ୍ତି ତାଙ୍କର ମଧ୍ୟ ନିଜର ଓପିନିଅନ ଅଛି । ମୋର ମାନିବା ହେଉଛି କି ଓପିନିଅନ ରହିବା ମଧ୍ୟ ଉଚିତ, ଏହା ଉପରେ ବିତର୍କ ମଧ୍ୟ ହେବା ଉଚିତ । କିନ୍ତୁ ମୋତେ ସିରିଫ ଏତିକି ଲାଗୁଛି କି ବସ ବାଇଲାନ୍ସ ନ ହେବା ଉଚିତ । ହିଂସାରେ ଏହି ଓପିନିଅନର କିଛି ଫାଇଦା ହେବ ନାହିଁ । ସାଥିରେ ବସି କରି କଥା ବାର୍ତାରେ ମୁଦେକୁ ସୁଲଝାଇବା ନେବା ଉଚିତ ।’

ଅଜୟ ଦେବଗନ କହିଲେ, ‘ବରଂ ଏମିତି ହିଂସାରେ ଆମ ଲୋକ ମାନଙ୍କର କ୍ଷତି ଘଟିଥାଏ । ମୁଁ ଏହା ଉପରେ ଏହା ଠାରୁ ବେଶୀ କିଛି କହି ପାରିବି ନାହିଁ । କାହିଁକିନା ଦୁହିଁଙ୍କର ନିଜ ନିଜର ଓପିନିଅନ ହେବ, ତେବେ ମୁଁ ଦୁହିଁଙ୍କର ବିଚାର ନ ଜାଣି ଏହା ଉପରେ ଫଇସଲା ନେଇ ପାରିବି ନାହିଁ ।’ ଵର୍କଫ୍ରଣ୍ଟ ଉପରେ ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ ଚଳିତ ବର୍ଷ ଜାନୁୟାରୀରେ ରିଲିଜ ହେବାକୁ ଯାଉଅଛି । ଏଥିରେ ଅଜୟଙ୍କ ସାଥିରେ କାଜୋଲ ମଧ୍ୟ ଲିଡ଼ ରୋଲରେ ଅଛନ୍ତି ।


ସେୟାର କରନ୍ତୁ