ବାପା ହେଲେ କପିଲ ଶର୍ମା, ଛୁଟୁଛି ସୂବେସ୍ଛାର ସୁଅ

ସିନେମା
ସେୟାର କରନ୍ତୁ

କପିଲ ଟୁଇଟ କରି କହିଛନ୍ତି କି ସେ ବାପା ହୋଇଛନ୍ତି ଏକ ଝିଅ ଜନ୍ମ ନେଇଅଛି । ଏହି ଖବର ଆସିଲା ପରେ କପିଲଙ୍କୁ ବଲିଉଡରୁ ନେଇ କରି ଟିଭି ଷ୍ଟାର ମାନେ ମଧ୍ୟ ତାଙ୍କୁ ସୂବେସ୍ଛା ଜଣାଉଛନ୍ତି ।

ବାହାଘରର ପ୍ରଥମ ଏନିବର୍ସରି ପୂର୍ବରୁ କମେଡିଆନ କପିଲ ଶର୍ମାଙ୍କ ଘରକୁ ବଡ଼ ଖୁସି ଖବର ଆସିଅଛି । କପିଲ ଟୁଇଟ କରି କହିଛନ୍ତି କି ସେ ବାପା ହୋଇଛନ୍ତି ଏକ ଝିଅ ଜନ୍ମ ନେଇଅଛି । ଏହି ଖବର ପହଁଚିବା ପରେ କପିଲଙ୍କୁ ଫ୍ୟାନ୍ସ ,ବଲିଉଡ ସେଲିବ୍ରେଟି ଏବଂ ଟିଭି ଆକଟର୍ସ ମାନେ ସୂବେସ୍ଛା ଜଣାଉଛନ୍ତି ।

ବଲିଉଡ଼ର ପାଖାପୂଖି ସବୁ ସେଲିବ୍ରେଟି କପିଲଙ୍କୁ ଜାଣିଛନ୍ତି । ତେବେ ଏତେ ବଡ଼ ଖୁସିର ମୌକାରେ କେହି କେମିତି ସୂବେସ୍ଛା ଦେବାରେ ପଛରେ ରହିବ । ସିଙ୍ଗର ଗୁରୁ ରଂଗୱା,ଆକ୍ଟର ରକୁଲ ପ୍ରୀତ ସିଂହ,କିକୁ ଶାରଦା,ଦିୟା ମିର୍ଜା,ନୁସରତ ଭରୁଚା,ରାହୁଲ ଦେବ,ସାଇନା ନେହୱାଲଙ୍କ ସମେତ ବହୁ ସେଲିବ୍ରେଟି ସୂବେସ୍ଛା ଜଣାଉଛନ୍ତି ।

ସିଙ୍ଗର ଗୁରୁ ରଂଗୱା ଲେଖିଲେ କି, ‘ସୂବେସ୍ଛା ପାଜୀ,ମୁଁ ଏବେ ଅଫିସିଆଲି ଚାଚା ବନିଗଲି ।

ରାହୁଲ ଦେବ ଲେଖିଲେ, ‘ବହୁତ ବହୁତ ସୂବେସ୍ଛା କପିଲ ପାଜୀ,ଭଗବାନ ଏହି ପରୀକୁ ଏବଂ ତାର ପରିବାରକୁ ଆଶୀର୍ବାଦ ଦିଅନ୍ତୁ ।’

ମନେ ଥିବ କି, କପିଲ ଶର୍ମା 12 ଡ଼ିସେମ୍ବର 2018ରେ ଗଈଂନି ଚତରଥଙ୍କୁ ଵିଵାହ କରିଥିଲେ । ଏ ଦୁହିଁଙ୍କର ବିବାହ ଖୁବ ଚର୍ଚ୍ଚାରେ ଥିଲା । ଏହି ବିବାହରେ ଟିଭି ,ବଲିଉଡ଼ ଏବଂ ପଞ୍ଜାବୀ ଇଣ୍ଡଷ୍ଟ୍ରୀର ବହୁ ଷ୍ଟାର ସାମିଲ ହୋଇଥିଲେ ।


ସେୟାର କରନ୍ତୁ