ଦିବାନିଦ୍ରା ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି

Truthink
ସେୟାର କରନ୍ତୁ

ଆପଣ ଦିନରେ ଅଧିକ ଶୋଉଛନ୍ତି କି ! କୌଣସି ଦୃଷ୍ଟିରୁ ସ୍ଵାସ୍ତ୍ୟ ପକ୍ଷେ ହିତକର ନୁହେଁ ଦିନରେ ଶୋଇବା !ଯେଉଁମାନେ ଅତ୍ୟଧିକ ପରିଶ୍ରମ କରନ୍ତି,ସେମାନେ ବିଶ୍ରାମ ନେଲେ,କିଛି ସମୟ ଚଳିବ କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା କ୍ଷତିକର ଅଟେ ।

ଦିବାନିଦ୍ରା ସହ ମଧୁମେହର ସମ୍ପର୍କ ଥିବା,ଏବେ ସ୍ଵାସ୍ତ୍ୟ ବିଜ୍ଞାନୀମାନେ ଗବେଷଣାଦ୍ୱାରା ଜାଣିବାକୁ ପାଇଛନ୍ତି । ଯେଉଁମାନେ ଦିନରେ ଏକ ଘଣ୍ଟାରୁ ଅଧିକ ସମୟ ଶୋଉଛନ୍ତି,ସେମାନେ ଟାଇପ 2 ମଧୁମେହ ଭୋଗିବାର ଆଶଙ୍କା,ଶୋଉ ନ ଥିବା ବ୍ୟକ୍ତିର ତୁଳନାରେ 45 ପ୍ରତିଶତ ଅଧିକ । ତିନି ଲକ୍ଷରୁ ଅଧିକ ମଣିଷଙ୍କ ଉପରେ ଅଧୟନ କରି ସ୍ୱାସ୍ଥ୍ୟବିଜ୍ଞାନୀମାନେ ଏହି ସିଦ୍ଧାନ୍ତରେ ପହଁଞ୍ଚିଛନ୍ତି । ତେଣୁ ଦିନରେ ଶୋଇବା ପୂର୍ବରୁ ସାବଧାନ ।


ସେୟାର କରନ୍ତୁ