ବାତ୍ୟା ଅସାନି : ଓଡ଼ିଶାର ସମସ୍ତ ବନ୍ଦରଗୁଡିକୁ 2 ନମ୍ବର ବିପଦ ସଂକେତ ଜାରି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ 740 କିମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା “ଅସାନି” ରହିଅଛି । ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି 21କିମି ରହିଛି ।


ସେୟାର କରନ୍ତୁ