Video: ନିକି ତମ୍ବୋଲି ଗୋଆରେ ବଢ଼ାଇଲେ ସୋସିଆଲ ମିଡ଼ିଆର ତାପମାନ, ବିକିନି ଟପରେ ଦେଖାଗଲେ ବହୁତ ହଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବିଗ ବସ 14 ରେ ଲାଇମ ଲାଇଟକୁ ଆସିଥିବା ନିକି ତମ୍ବୋଲି ଆଜି ଏକ ଜଣାଶୁଣା ନାମ ବନି ସାରିଛନ୍ତି । ରିୟଲିଟି ସୋରେ ନିଜର ଜିଦି ପଣ, ବୋଲଡ ଅନ୍ଦାଜ ଓ ବେବାକିରେ ଲୋକଙ୍କ ହୃଦୟ ଜିତିଲା ପରେ ନିକି ପଛକୁ ପଛ ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । କିନ୍ତୁ ସୋସିଆଲ ମିଡ଼ିଆ ଜରିଆରେ ସେ ନିଜର ପ୍ରଶଂସକଙ୍କ ସହିତ ବରାବର ଯୋଡି ରୁହନ୍ତି । ଅଭିନେତ୍ରୀ ସବୁବେଳେ ନିଜର ହଟ ଏବଂ ସିଜଲିଙ୍ଗ ଫୋଟୋ ଜରିଆରେ ପ୍ରଶଂସକଙ୍କୁ ଭିଜୁଆଲ ଟ୍ରିଟ ଦେବା ଦେଖାଯାଆନ୍ତି । ଏହି ସମୟରେ ସେ ନିଜର ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟର ପାରାକୁ ବଢ଼ାଇଦେଇଛନ୍ତି ।

ଅଭିନେତ୍ରୀ ନିଜର ଇନ୍ସଟାଗ୍ରାମ ପେଜରେ ଏକ ହଟ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଗୋଆରେ ଚିଲ କରୁଥିବା ଦେଖାଯାଇପାରିବ । କ୍ଲିପରେ ନିକି ସବୁଜ ରଙ୍ଗର ବିକିନି ଟପ ଓ ମ୍ୟାଚିଙ୍ଗ ଟ୍ରାଉଜର ପିନ୍ଧିଥିବା ଦେଖାଯାଇ ପାରିବ । ପବନର ସରସରାହଟ ଓ ହଲୁଥିବା ଗଛକୁ ଦେଖି ଅନ୍ଦାଜ ଲଗାଯାଇ ପାରିବ କି ନିକି ଏହି ସମୟରେ ସୁହାନେ ମୌସମର ଆନନ୍ଦ ନେଉଛନ୍ତି । ହେଲେ,ଏହି ସମୟରେ ସେ ନିଜର କରବି ଓ ଟୋଂଡ଼ ଶରୀରକୁ ବି ବହୁତ ପ୍ଲଣ୍ଟ କରୁଛନ୍ତି ।

ଭିଡ଼ିଓକୁ ସେୟାର କରି ନିକି କ୍ୟାପ୍ସନ ରେ ଲେଖିଛନ୍ତି, ‘ମୋତେ ଆଶା ହେଉଛି କି ଆପଣ ମୋତେ କେବେ କେବେ ମନେ ପକାଉଥିବେ…’ । ଖତରୋଂ କେ ଖିଲାଡୀରେ ନିକିଙ୍କ ସହ ନଜର ଆସିଥିବା ଟିଭି ଅଭିନେତା ଅର୍ଜୁନ ବିଜଲାନି ଭିଡ଼ିଓ ପାଇଁ ହାର୍ଟ ଇମୋଜୀ ଦେଇ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟ ଜଣେ ପ୍ରଶଂସକ ବି ନିକିଙ୍କ ହଟ ଅନ୍ଦାଜ ଦେଖି ମଦହୋସ ହେବା ନଜର ଆସୁଛନ୍ତି ।


ସେୟାର କରନ୍ତୁ