ଭୂତର ଟ୍ରେଲର ରିଲିଜ,ଦେଖିଲେ ଡରିଯିବେ ଆପଣ

ସିନେମା
ସେୟାର କରନ୍ତୁ

ରିଲିଜ ହୋଇଛି ଫିଲ୍ମ ‘ଭୂତ ପାର୍ଟ ୱାନ୍‌-ଦ ହଂଟେଡ୍ ସିପ୍‌’ର ଏକ ରୋମାଂଟିକ ଗୀତ । ଏଥିରେ ଭିକି କୌଶାଲ ଏବଂ ଭୂମି ପେଡ୍‌ନେକରଙ୍କ ରୋମାନ୍ସ ଦେଖବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅଖିଲ ସଚଦେବ ଓ ମନଶୀଲ ଗୁଜରାଲ ।

କରନ୍ ଜୋହରଙ୍କ ପ୍ରଯୋଜନାରେ ତିଆରି ହରର ଫିଲ୍ମ ‘ଭୂତ’ର ନିର୍ଦ୍ଦେଶନା ଦେଇଛନ୍ତି ଭାନୁ ପ୍ରତାପ ସିଂହ । ଫିଲ୍ମର ଲିଡ୍ ରୋଲ୍‌ରେ ଅଛନ୍ତି ଭିକି କୌଶାଲ ଓ ଭୂମି ପେଡ୍‌ନେକର । ପ୍ରଥମ କରି ଏହି ଫିଲ୍ମରେ ଏ ଦୁହିଁଙ୍କ ଯୋଡି ଦେଖିବାକୁ ମିଳିବ । ଆସନ୍ତା ୨୧ ତାରିଖରେ ଫିଲ୍ମଟି ରିଲିଜ ହେବ।


ସେୟାର କରନ୍ତୁ