ଯେବେ ‘ମର୍ଡର’ ଅଭିନେତ୍ରୀ ମଲିକା ସେରାୱତ ସଲମାନ ଖାନଙ୍କୁ କହିଲେ -ମୋ ଆଖିରେ ଆଖି ମିଶାଇ କହିଦିଅ ସେ ତିନୋଟି ଶବ୍ଦ, ଲାଜେଇ ଯାଇଥିଲେ ଭାଇଜାନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସଲମାନ ଖାନ ନିଜର ଗଜବ ପର୍ସନାଲିଟି ସହିତ ଫିଲ୍ମରେ ନିଜର ଲଭ angel ପାଇଁ ଜଣାଯାଆନ୍ତି । ତାଙ୍କର ଫିଲ୍ମ, ମେନେ କ୍ୟା କିଆ ହେଉ, ଦବଂଗ ହେଉ ବା ରେଡି ହେଉ ସବୁ ଫିଲ୍ମରେ ତାଙ୍କର ପ୍ରେମ ଦେଖାଇବାର ଅନ୍ଦାଜ ବହୁତ ଅଲଗା ରହିଥାଏ । ଫିଲ୍ମରେ କେତେଥର ସଲମାନ ଖାନ ପ୍ରେମ ଇଯାହାର କରିସାରିଛନ୍ତି କିନ୍ତୁ ପ୍ରକୃତ ଜୀବନରେ ଏମିତି କେବେ କରିଥାଇ ପାରନ୍ତି । ସଲମାନ ଖାନଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ମର୍ଡର ଅଭିନେତ୍ରୀ ତାଙ୍କୁ ତାଙ୍କର ହୃଦୟର କଥା ବାହାର କରିବାକୁ ପୁରା ଚେଷ୍ଟା କରୁଛନ୍ତି ।

ସଲମାନ ଖାନଙ୍କର ଏକ ପୁରୁଣା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଦେଖାଯାଇ କି ମଲିକା ସେରାୱତ ବିଗ ବସର ସେଟରେ ପହଂଚୁଛନ୍ତି ଓ ସଲମାନ ଖାନଙ୍କୁ ନିଜର ହୃଦୟର କଥା କହୁଛନ୍ତି, ସେ କହୁଛନ୍ତି- ମୋ ଆଖିରେ ଆଖି ମିଶାଇ କହିଦିଅ ସେ ତିନୋଟି ଶବ୍ଦ, ଯାହାପରେ ତ ଭାଇଜାନ ଲାଜରେ ଲାଲ ହୋଇଯାଉଛନ୍ତି । ଏହାପରେ ସଲମାନ ମଲିକାକୁ ନିଜ ହାତରେ ଖୁଆଉଥିବା ନଜର ଆସୁଛନ୍ତି ।

ସଲମାନ ଖାନ ଙ୍କ ଏ ଅନ୍ଦାଜ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସୁଛି । ଏହି ଭିଡ଼ିଓ ପାଇଁ ପ୍ରଶଂସକଙ୍କ ତାବଡ଼ତୋଡ଼ କମେଣ୍ଟ ଆସୁଛି । ସଲମାନ ଖାନଙ୍କ ଜଣେ ଫ୍ୟାନ କମେନ୍ଟ କରି ଲେଖିଛନ୍ତି ଭାଇଙ୍କୁ ପ୍ରଥମଥର ଏପରି ଦେଖୁଛି । ତେବେ ଅଲଗା ଜଣେ ଫ୍ୟାନ ଲେଖିଛନ୍ତି- କଣ କଥା ଅଟେ କିପରି ଅଭିନୟ କରିଛନ୍ତି । ସଲମାନ ଖାନଙ୍କ କାମର କଥା କୁହାଯିବ ତ ତାଙ୍କୁ ପଛଥର ଅନ୍ତିମ ଫିଲ୍ମରେ ଦେଖାଯାଇଥିଲା । ତେଣେ ଏବେ ସେ ଟାଇଗର 3 କୁ ନେଇ ଚର୍ଚାରେ ଅଛନ୍ତି ।


ସେୟାର କରନ୍ତୁ