ଅଭିନେତ୍ରୀ ବିନା ଚପଲ, ବିକିନି ପିନ୍ଧି ଦେଖାଇଲେ କଭର୍ସ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ ଦିଶା ପଟାନି ଏବେ ସୋସିଆଲ ମିଡ଼ିଆ ରେ ନିଜର ଏପରି ଫୋଟୋ ସେୟାର କରିଛନ୍ତି, ଯାହା ଆଗରେ ରଣବୀର ଆଲିଆଙ୍କ ବାହାଘର ଫୋଟୋ ମଧ୍ୟ ଫିକା ପଡିଯାଉଛି । ପୂର୍ବ ତିନି ଦିନରେ ସୋସିଆଲ ମିଡିଆରେ ରଣବୀର ଆଲିଆଙ୍କ ବାହାଘର ଫୋଟୋ ଛାଇ ରହିଥିଲା, ଏବେ ଲୋକଙ୍କ ଆଗ୍ରହ ଏହି ଅଭିନେତ୍ରୀଙ୍କ ଫୋଟୋକୁ ଆସିଯାଇଛି ।

ଦିଶା ପଟାନି ଏଇ ନୂଆ ଫୋଟୋରେ ସୁନ୍ଦର ବିକିନିରେ ନିଜର ଜୁଲଫ ସମ୍ଭାଳି ପୋଜ ଦେଇଛନ୍ତି । ଖାସ କଥା ଏହି ଯେ ଅଭିନେତ୍ରୀ ଏହି ସମୟରେ ବିକିନି ଛଡା ଆଉ କିଛି ପିନ୍ଧି ନାହାଁନ୍ତି, ଏମିତି କି ଚପଲ ବି ନୁହେଁ ।

ଫୋଟୋ ରେ ଆପଣ ଦେଖିପାରିବେ ଦିଶାଙ୍କ ଚେହେରାରେ ସୂର୍ଯ୍ୟଙ୍କ କିରଣ ପଡୁଅଛି, ଯାହା ତାଙ୍କର ସୁନ୍ଦରତାକୁ ଆହୁରି ଅଧିକ ବଢ଼ାଉଛି । ଦିଶା ଫୋଟୋରେ ନିଜର କବର୍ଷ ପ୍ଲାଣ୍ଟ କରୁଥିବାର ଦେଖାଯାଉଛନ୍ତି, ଯାହା ଉପରେ ତାଙ୍କର ପ୍ରଶଂସକ ହୃଦୟ ହାରୁଛନ୍ତି ।

ଦିଶା ନିଜକୁ ଚାହୁଁଥିବା ଲୋକଙ୍କ ସହ ଯୋଡି ରହିବା ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ସବୁଦିନ ନିଜର ଫୋଟୋ ସେୟାର କରି ଲୋକଙ୍କ ହୋସ ଉଡାଇ ଦେଇଥାନ୍ତି ।

ଦିଶା ପଟାନିଙ୍କ କାର୍ଯ୍ୟର କଥା କହିବା ତ, ଶୀଘ୍ର ହିଁ ତାଙ୍କୁ ‘ଏକ ଭିଲେନ 2’ରେ ଦେଖାଯିବ । ଏହା ସହିତ ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଯୋଦ୍ଧାରେ ନଜର ଆସିବେ । ତେବେ ଖବର ଅଛିକି ଦିଶା ଆଲୁ ଅର୍ଜୁନଙ୍କ ସୁପରହିଟ ଫିଲ୍ମ ‘ପୁଷ୍ପା’ର ଦ୍ୱିତୀୟ ଭାଗ ‘ପୁଷ୍ପା 2’ରେ ଆଇଟମ ସଂଗ କରୁଥିବା ନଜର ଆସିବେ ।


ସେୟାର କରନ୍ତୁ