ଅମିଶା ପଟେଲ ବ୍ଲ୍ୟୁ ବିକିନିରେ ବଢାଇଲେ ଇଣ୍ଟରନେଟର ପାରା, ଭିଡିଓ ଦେଖି ପ୍ରଶଂସକଙ୍କ ବନ୍ଦ ହେଲା ଧଡକନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଏହି ସମୟରେ ଚର୍ଚାରେ ଅଛନ୍ତି । ସେ ଏବେ ସୋସିଆଲ ମେଡିଆରେ ନିଜର ଫୋଟୋ ଓ ଭିଡ଼ିଓ ସେୟାର କରୁଛନ୍ତି । ଯେଉଁଥିପାଇଁ ସେ ସବୁ ଜାଗାରେ ଛାଇ ରହୁଛନ୍ତି । ଅମିଶାଙ୍କ ଲୁକ ବହୁତ viral ହେଉଛି । ସେ ନିଜର ଗ୍ଲାମର୍ସ ଲୁକ ପାଇଁ ସମସ୍ତଙ୍କୁ ଦିବାନା ବନେଇ ଦେଇଥାନ୍ତି । ଅମିଶା ଆଜି ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ,ଯେଉଁଥିରେ ସେ ବିକିନିରେ ପୋଜ ଦେଇଥିବା ନଜର ଆସୁଛନ୍ତି । ଅମିଶାଙ୍କ ଏହି ଭିଡ଼ିଓ ପୋଷ୍ଟ ହେଲାପରେ viral ହୋଇଯାଇଛି । ଅମିଶାଙ୍କୁ ବିକିନିରେ ଦେଖି ତାଙ୍କ ପ୍ରଶଂସକଙ୍କ ନିଶ୍ୱାସ ଥମି ଯାଇଛି ।

ଅମିଶା ବ୍ଲ୍ୟୁ ଏବଂ ହ୍ୱାଇଟ stripe ବିକିନିରେ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପୁଲରେ ଅଲଗା ଅଲଗା ପୋଜ ଦେଉଥିବାର ନଜର ଆସୁଛନ୍ତି । ଅମିଶା ଭିଡ଼ିଓରେ ବ୍ଲାକ ସନଗ୍ଲାସେସ ଲଗାଇଥିବା ନଜର ଆସୁଛନ୍ତି । ଅମିଶା କେତେବେଳେ ଯୁଷକୁ ଉପଭୋଗ କରୁଛନ୍ତି ତ କେତେବେଳେ ଖରାକୁ । ତାଙ୍କର ପୋଜ ରୁ ପ୍ରଶଂସକଙ୍କ ନଜର ହଟୁନାହିଁ । ତାଙ୍କର ଏହି ଭିଡ଼ିଓ viral ହୋଇଯାଇଛି ।

ଅମିଶା ଙ୍କ ଏହି ପୋଷ୍ଟ ଉପରେ ପ୍ରଶଂସକ ବହୁତ କମେଣ୍ଟ କରୁଛନ୍ତି । ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି ବହୁତ hotness । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ବହୁତ ବହୁତ ସୁନ୍ଦର । ଅମିଶାଙ୍କ ଏହି ପୋଷ୍ଟ ଉପରେ ଅନେକ ପ୍ରଶଂସକ ଫାୟାର ଇମୋଜୀ ପୋଷ୍ଟ କରିଛନ୍ତି । ବ୍ଲ୍ୟୁ

କାମର କଥା କୁହାଯାଏ ତ ଅମିଶା ବହୁତ ଶୀଘ୍ର gadar 2ରେ ନଜର ଆସୁଛନ୍ତି । gadar 2 ରେ ଅମିଶା ଓ ସନି ଦେଓଲ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଏହି ଫିଲ୍ମ 2001 ରେ ଆସିଥିବା gadar ଫିଲ୍ମ ର sequel ଅଟେ । ଯାହାର ସୁଟିଂ ଅମିଶା କିଛି ଦିନ ପୂର୍ବରୁ ଆରମ୍ଭ କରିଛନ୍ତି । ଅମିଶା ସୋସିଆଲ ମିଡିଆରେ gadar 2 ର ସୁଟିଂ ଆରମ୍ଭ କରିବାର ଜାନକାରୀ ଦେଇଥିଲେ । ସେ ସେଟରୁ ଅନେକ ଫଟୋ ସେୟାର କରିଥିଲେ । ଯାହା ଖୁବ ଭାଇରଲ ହୋଇଥିଲା । gadar 2 ର ରିଲିଜ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡିବ ।


ସେୟାର କରନ୍ତୁ