Coronavirus: ଦେଶରେ ଆଜି ଆସିଲା 2 ଲକ୍ଷ 9 ହଜାରରୁ ଅଧିକ ନୂଆ କରୋନା କେସ, 959 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ଭାଇରସ୍ ମହାମାରୀର ମାମଲା କମିବାରେ ଲାଗିଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 2 ଲକ୍ଷ 9 ହଜାର 918 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 959 ଜଣଙ୍କର ମୃତ୍ୟୁ ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 2 ଲକ୍ଷ 09 ହଜାର 918
ଏପର୍ଯ୍ୟନ୍ତ ମୋଟ ମାମଲା – 4 କୋଟି 13 ଲକ୍ଷ 02 ହଜାର 440

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ -2 ଲକ୍ଷ 62 ହଜାର 628
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 89 ଲକ୍ଷ 76 ହଜାର 122

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 9 ଶହ 59
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 95 ହଜାର 050

ମୋଟ ଆକ୍ଟିଭ କେସ- 18 ଲକ୍ଷ 31 ହଜାର 268

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 30 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 72 କୋଟି 89 ଲକ୍ଷ 97 ହଜାର 813 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 13 ଲକ୍ଷ 31 ହଜାର 198 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 166 କୋଟି 03 ଲକ୍ଷ 96 ହଜାର 227 ଡୋଜ ଟିକା ଦିଆଯାଇଛି । ପୂର୍ବ 24 ଘଣ୍ଟାରେ 28, 90, 986 ଲୋକଙ୍କୁ ଟୀକା ଦିଆଯାଇଛି ।


ସେୟାର କରନ୍ତୁ