Coronavirus: ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 48 ହଜାରରୁ ଅଧିକ କେସ, 1005 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମିଣର ଲହର ଭାରତରେ ଧିରେ ଧିରେ କମିବାକୁ ଲାଗି ଅଛି । ଏହା ଚାରି ଲକ୍ଷ ଟ୍ରେଣ୍ଡ କରିବା ପରେ ଏହା ଏବେ ଏକ ଲକ୍ଷ ତଳେ ରହିଅଛି । ସଂଖ୍ୟାର କଥା କହିବା ତ ଏହା ପୂର୍ବ 24 ଘଣ୍ଟାର ରିପୋର୍ଟ ମୁତାବକ ଏହା 48 ହଜାରରୁ ଅଧିକ କେସ ସାମ୍ନାକୁ ଆସିଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 48 ହଜାର 786 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 1 ହଜାର 005 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 61 ହଜାର 588 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 48 ହଜାର 786
ଏପର୍ଯ୍ୟନ୍ତ ମୋଟ ମାମଲା -3 କୋଟି 04 ଲକ୍ଷ 11 ହଜାର 634

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 61 ହଜାର 588
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 94 ଲକ୍ଷ 88 ହଜାର 918

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 1 ହଜାର 005
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 99 ହଜାର 459

ମୋଟ ଆକ୍ଟିଭ କେସ- ପାଞ୍ଚ ଲକ୍ଷ 23 ହଜାର 257

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 30 ଜୁନ୍ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 41 କୋଟି 20 ଲକ୍ଷ 21 ହଜାର 494 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 19,21,450 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ