ପ୍ରଶଂସକଙ୍କ ଉପରେ ଚଢିଲା ଖେସାରୀ ଲାଲଙ୍କ ସ୍ଵରର ଯାଦୁ, ‘ଓଠୱା ସେ ମଧୁ ଚୁଏ’ ଗୀତ ଭାଇରଲ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ- ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରୀ ଲାଲଙ୍କ ଗୀତ ଆସିବା କ୍ଷଣି ଖୁବ ଭାଇରାଲ ହୋଇଥାଏ । ସୋସିଆଲ ମିଡିଆରେ ଖେସାରୀଙ୍କର ଭଲ ଫ୍ୟାନ୍ସ ଏବଂ ଫଲୋୟର ଅଛନ୍ତି । ତାଙ୍କ ଭିଡିଓ ସହିତ ତାଙ୍କର ଫଟୋ ମଧ୍ୟ ଭାଇରାଲ ହେଇଥାଏ ।

ଏହି ସମୟରେ ଅଭିନେତାଙ୍କର ଏକ ଗୀତ ସୋସିଆଲ ମିଡିଆରେ ଖୁବ ଧୁମ ମଚାଉଛି । ଖେସାରରୀଙ୍କ ଗୀତ ‘ଓଠୱା ସେ ମଧୁ ଚୁଏ’ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଏହି ଗୀତକୁ ବାରମ୍ବାର ୟୁଟ୍ୟୁବରେ ଦେଖୁଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଏହି ଗୀତରେ ଖେସାରୀ ଲାଲ ନିଜର ସ୍ୱର ଦେଇଛନ୍ତି । ଏହି ଗୀତରେ ଖେସାରୀ ଲାଲଙ୍କ ଅନ୍ଦାଜ ଦେଖିବାକୁ ଯୋଗ୍ୟ ଅଟେ । ଖେସାରୀଙ୍କ ଏହି ଗୀତ ଫିଲ୍ମ ‘ମେହେନ୍ଦି ଲାଗାକେ ରଖନା 3’ ରୁ ଆସିଅଛି । ଏହି ଗୀତକୁ ଏପର୍ଯ୍ୟନ୍ତ 20 କୋଟିରୁ ଅଧିକ ଥର ଦେଖାଯାଇଛି ।


ସେୟାର କରନ୍ତୁ