ଉର୍ବଶୀ ରୌତେଲା ମସ୍ତିରେ ଡ଼୍ୟାନ୍ସ କରୁଥିବାର ଆସୁଛନ୍ତି ନଜର, କହିଲେ- କରୋନା ଭାଇରସ ମୋର ନୂଆ କ୍ରସ… ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଏକ୍ଟ୍ରେସ ଉର୍ବଶୀ ରୌତେଲା ଲକଡାଉନ ସମୟରେ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଛନ୍ତି । ଅଭିନେତ୍ରୀ ସବୁବେଳେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଓ ଫଟୋ ଫ୍ୟାନ୍ସଙ୍କ ସହିତ ସାଝା କରୁଥିବାର ନଜରରେ ଆସୁଛନ୍ତି । ଉର୍ବଶୀ ରୌତେଲା ଯେତିକି ଭଲ ଆଦାକାର ଅଟନ୍ତି, ସେ ସେତିକି ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ଏଇ ନିକଟରେ ଏକ୍ଟ୍ରେସ ଉର୍ବଶୀ ରୌତେଲା ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡ଼ିଓରେ ଏକ୍ଟ୍ରେସ ମସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଉର୍ବଶୀ ରୌତେଲା ଭିଡିଓକୁ ସେୟାର କରି କ୍ୟାପସନରେ ମଧ୍ୟ ଖୁବ ଦାୟିତ୍ୱର ସହ ଲେଖିଛନ୍ତି ।

ଉର୍ବଶୀ ଏହି ଭିଡିଓରେ ରେଡ଼ କଲରର ଆଂଫ ସୋଲଡ଼ର କ୍ରାପ୍ ଟପ ଓ ଏହା ସାଥିରେ ଡେନିମ୍ ଜିନ୍ସ ପିନ୍ଧିଥିବାର ନଜରରେ ଆସୁଛନ୍ତି, ଏହା ସାଥିରେ ଏକ୍ଟ୍ରସ କାଳ ଚଷମା ପିନ୍ଧିଥିବାର ନଜର ଆସୁଛନ୍ତି । ଉର୍ବଶୀ ରୌତେଲା ଏହି ଭିଡିଓରେ ଡ୍ୟାନ୍ସ କରୁଛନ୍ତି । ଅଭିନେତ୍ରୀ ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି,’କରୋନା ଭାଇରସ ମୋର ନୂଆ କ୍ରସ ଅଟେ, କାହିଁକି, ଏଭଳି ଭାବରେ ସେ ମୋତେ କେବେ ମିଳିବ ନାହିଁ ।’ ଅଭିନେତ୍ରୀଙ୍କର ଏହି ଭିଡିଓ ଉପରେ ଫ୍ୟାନ୍ସ ବହୁତ କମେଣ୍ଟ କରୁଛନ୍ତି ଏବଂ ଏହା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

କହିଦେବାକି ଏକ୍ଟ୍ରେସ ଉର୍ବଶୀ ରୌତେଲା ସନି ଦେୱଲଙ୍କ ସାଥିରେ ବଲିଓଡ଼ରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ସିଂହ ସାହେବ ଦ ଗ୍ରେଟ’ ଥିଲା, ଯେଉଥିରେ ସେ ସନି ଦେୱଲଙ୍କ ପତ୍ନୀ ଭୂମିକାରେ ଥିଲେ । ଏହା ପରେ ସେ ‘ଗ୍ରେଟ ଗ୍ରାଣ୍ଡ ମସ୍ତି’ରେ ନଜର ଆସିଥିଲେ । ଉର୍ବଶୀ ରୌତେଲା ‘ହେଟ ଷ୍ଟୋରି 4’କୁ ନେଇ ଖୁବ ଚର୍ଚାରେ ରହିଥିଲେ । ତେବେ ଵର୍କଫ୍ରଣ୍ଟର କଥା କହିବାତ ଲକଡାଉନରେ ପ୍ରଥମେ ଉର୍ବଶୀ ରୌତେଲାଙ୍କ ଗୀତ ‘ଏକ ଡାଇମଣ୍ଡ ଦା ହାର ଲେଦେ ୟାର’ ରିଲିଜ ହୋଇଥିଲା । ଏହି ଗୀତକୁ ସୋସିଆଲ ମିଡ଼ିଆରେ ଖୁବ ପସନ୍ଦ କରାଯାଇଅଛି । ଏହା ପୂର୍ବରୁ ଉର୍ବଶୀ ରୌତେଲା ଫିଲ୍ମ ‘ପାଗଲପନ୍ତୀ’ରେ ନଜର ଆସିଥିଲେ ।


ସେୟାର କରନ୍ତୁ