କରୋନାରେ ଶିକାର ହେଲେ ସାଉଦୀ ସାହୀ ପରିବାରର 150 ସଦସ୍ୟ

ଦେଶବିଦେଶ
ସେୟାର କରନ୍ତୁ

ରିୟାଦ : ଚୀନର ବୁହାନ ସହରରେ ଫେଲିଥିବା କରୋନା ଭାଇରସ ଦୁନିଆର ଦିଗଜ ନେତା, ଅଭିନେତା, ସାହୀ ପରିବାରରୁ ନେଇକରି ଖାସ ଏବଂ ଆମଦାମୀକୁ ଏହାର ଶିକାରକରୁଅଛି । ଏବେ କରୋନା ଭାଇରସ ସାହୀ ପରିବାରକୁ ଏହାର ନିଜର ଶିକାର ବନାଇଛି । ଆମେରିକା ଅଖବାର ନିୟୁର୍କ ଟାଇମ୍ସର ରିପୋର୍ଟ ମୁତାବକ ସାଉଦୀ ଆରବର ସତାରୂଢ଼ ସାହୀ ପରିବାରର 150 ଲୋକ କରୋନା ଭାଇରସର ଶିକାର ହୋଇଛନ୍ତି ।

କରୋନା ଭାଇରସ ଶିକାର ହେବାପରେ ସାଉଦୀ ଆରବର ପ୍ରିନ୍ସ ଫୈସଲ ବିନ ଅବଦୁଲ ଅଜିଜ ଅଲ ସାଉଦକୁ ଆଇସିୟୁରେ ରଖାଯାଇଛି । ଫୈସଲ ସାଉଦୀ ଆରବର ରାଜଧାନୀ ରିଆଦର ଗଭର୍ନର ମଧ୍ୟ ଅଟନ୍ତି । ଏହା ବ୍ୟତୀତ ସାଉଦୀ ଆରବର 84 ବର୍ଷିୟ କିଙ୍ଗ ସଲମାନ ଜେଧା ପାଖ ଆଇସୋଲେସନରେ ରହିଛନ୍ତି । ତେବେ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ସମେତ ସାହୀ ପରିବାରର ଅନ୍ୟ ସଦସ୍ୟ ଏବଂ ମନ୍ତ୍ରୀ ଦୂରଦରାଜ ଇଲାକରେ ରହୁଛନ୍ତି ।

ନିୟୁର୍କ ଟାଇମ୍ସ କିଙ୍ଗ ଫୈସଲ ସ୍ପେସିଆଲିଷ୍ଟ ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ହାଇଆଲର୍ଟ ମେସେଜ ଏବଂ ସାହୀ ପରିବାରର କରିବିଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଏହି ଜାନକାରୀ ଦେଇଅଛି । ସାଉଦୀ ସାହୀ ପରିବାରର ଚିକିସ୍ଛା କରୁଥିବା ଡାକ୍ତର ଏବେ ହସ୍ପିଟାଲରେ 500 ବେଡ଼ର ବ୍ୟବସ୍ଥା କରୁଅଛନ୍ତି, ତେବେ ସାହୀ ପରିବାର ଏବଂ ତାଙ୍କ ସମ୍ପର୍କରେ ଆସୁଥିବା ଭିଆଇପି ଲୋକଙ୍କୁ ଭର୍ତି କରାଯାଇପାରିବ ।

କିଙ୍ଗ ଫୈସଲ ସ୍ପେସିଆଲିଷ୍ଟ ହସ୍ପିଟାଲର ସିନିୟର ଡାକ୍ତରଙ୍କୁ ପଠାଯାଇଥିବା ହାଇଆଲର୍ଟ ମେସେଜରେ କାହା କି ଦେଶରେ ଆସୁଥିବା ଭିଆଇପି ରୋଗୀଙ୍କ ପାଇଁ ବ୍ୟବସ୍ଥା ତୟାର କରାଯାଉଛି । ଏଥିରେ ଏହା ମଧ୍ୟ କୁହାଯାଇଛିକି ଆମକୁ ଏପର୍ଯ୍ୟନ୍ତ ଏହା ଠିକଣା ନାହିଁ କି କରୋନା ଭାଇରସ ରୋଗୀଙ୍କ ସଂଖ୍ୟା କେତେ ହେବ, କିନ୍ତୁ ହାଇଆଲର୍ଟରେ ରହିବା ପାଇଁ କୁହାଯାଇଛି ।

ଏହା ସାଥିରେ ହସ୍ପିଟାଲରେ ଭର୍ତି ହୋଇଥିବା ସବୁ ପୁରୁଣା ରୋଗୀଙ୍କୁ ଜଲ୍ଦି ଖାଲି କରିବା ପାଇଁ କୁହାଯାଇଛି । ଏବେ ହସ୍ପିଟାଲରେ ସିରଫ ଇମୋର୍ଯନ୍ସି ରୋଗୀ ଏବଂ ସାହୀ ପରିବାର ଓ ଭିଆଇପି ଲୋକଙ୍କର ଚିକିତ୍ସା ହେବ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ସାଉଦୀ ସାହୀ ପରିବାରର କେତେ ସଦସ୍ୟ ଲଗାତାର ୟୁରୋପ ଯାତ୍ରା କରୁଥିଲେ । କୁହାଯାଉଛି କି ଏମାନଙ୍କ ମଧ୍ୟରୁ କିଛି ୟୁରୋପ ଯିବା ଆସିବା ସମୟରେ କରୋନା ଭାଇରସ ସମ୍ପର୍କରେ ଆସିଥିଲେ, ଯେଉଁଥିରେ ସାଉଦୀ ଆରବରେ କରୋନା ଭାଇରସ ଫେଲି ଅଛି ।

ଏହା ପୂର୍ବରୁ ସାଉଦୀ ଆରବର ସ୍ୱାସ୍ଥ୍ୟ ମନ୍ତ୍ରୀ ତୈଫିକ ଅଲ-ରବିୟା କହିଥିଲେ କି ଆଗକୁ କିଛି ସପ୍ତାହରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା 10,000ରୁ 200,000 ପର୍ଯ୍ୟନ୍ତ ହୋଇପାରେ । ସାଉଦୀ ସରକାର ଏହି ଜୀବନ ନେଉଥିବା ଭାଇରସ ଠାରୁ ମୁକୁଳିବା ପାଇଁ 15 ଆରବ ସାଉଦୀ ରିୟାଲ (ପାଖାପୂଖି 3.99 ଆରବ ଡ଼ଲାର) ଫଣ୍ଡର ମଧ୍ୟ ଅଲଗା ବ୍ୟବସ୍ଥା କରିଛନ୍ତି ।


ସେୟାର କରନ୍ତୁ