କନିକା କପୁରଙ୍କ ପଞ୍ଚମ ଥର କରୋନା ଟେଷ୍ଟରେ ମଧ୍ୟ ଆସିଲା ପଯେଟିଭ, ଡାକ୍ତର କହିଲେ- ଚିନ୍ତାର କିଛି କଥା ନାହିଁ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ସିଙ୍ଗର କନିକା କପୁରଙ୍କର କରୋନା ଭାଇରସ ଟେଷ୍ଟ ପଞ୍ଚମ ଥର ପାଇଁ ପଯେଟିଭ ଆସିଅଛି । କନିକା 20 ମାର୍ଚ୍ଚରୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରେଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇଁସେଜରେ (SCPGIMS) ଭର୍ତି ହୋଇଛନ୍ତି । ତେବେ ତାଙ୍କର ହାଲତରେ ପୂର୍ବ ଅପେକ୍ଷ୍ୟା ଭଲ ଅଛି ।

ଆପଣଙ୍କୁ କହିଦେବାକି କୌଣସି ହସ୍ପିଟାଲରେ ଯଦି କୌଣସି ରୋଗୀଙ୍କର କରୋନା ଟେଷ୍ଟ ପଯେଟିଭ ଆସିଥାଏ ତେବେ ହସ୍ପିଟାଲରେ ଚିକିସ୍ଛା ସମୟରେ ପ୍ରତି 48 ଘଂଟା ପରେ ତାଙ୍କର ଟେଷ୍ଟ ହୋଇଥାଏ । ତେବେ କନିକାଙ୍କର ଛୁଟି ପାଇଁ ଜରୁରୀ ଅଟେ କି କନିକାଙ୍କ ଦ୍ୱିତୀୟ ବାର ନେଗେଟିଭ ଆସିଲେ ।

SCPGIMSର ଡ଼ାଇରେକ୍ଟର ପ୍ରଫେସର ଆର କେ ଧୀମାନଙ୍କ କହିବା ଅନୁଯାୟୀ କନିକା କପୁରଙ୍କ ହାଲତ ସ୍ଥିର ଅଛି ଏବଂ ଚିନ୍ତାର କିଛି କଥା ନାହିଁ । ସେ କହିଲେକି କନିକାଙ୍କ ବିମାରୀରେ ଗମ୍ଭୀର ଲକ୍ଷଣ ଦେଖାଯାଉନାହିଁ ।

View this post on Instagram

Thank you @judithleiberny Love my #Camera #bag 👜

A post shared by Kanika Kapoor (@kanik4kapoor) on

ପୂର୍ବରୁ କନିକା କପୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ । ନିଜର ପରିବାରକୁ ମନେପକାଇ ସେ ନିଜର ପୋଷ୍ଟରେ କହିଥିଲେ, ‘ଶୋଇବାକୁ ଯାଉଅଛି । ତୁମ ସମସ୍ତଙ୍କୁ ଭଲ ପାଏ । ତୁମେ ସମସ୍ତେ ନିଜର ଖିଆଲ ରଖନ୍ତୁ । ତୁମକୁ ଫିକରମନ୍ଦ ହେବ ପାଇଁ ଶୁକ୍ରୀୟା, କିନ୍ତୁ ମୁଁ ଆଇସିୟୁରେ ନାହିଁ । ମୁଁ ଠିକ ଅଛି । ମୁଁ ଆଶାରେ ଅଛି କି ମୋର ଆଗକୁ ଆସୁଥିବା ଟେଷ୍ଟ ନେଗେଟିଭ ଆସୁ । ନିଜର ପିଲା ଏବଂ ପରିବାର ପାଖକୁ ଯିବା ପାଇଁ ଅପେକ୍ଷା କରିଅଛି । ତାଙ୍କୁ ବହୁତ ମାନେ ପକାଉଛି ।’


ସେୟାର କରନ୍ତୁ