ସୌନ୍ଦର୍ଯ୍ୟକୁ ଡୁଇଗୁଣିତ କରେ ଲେମ୍ବୁ,କ୍ଲିକ କରି ପଢ଼ନ୍ତୁ କିପରି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣଙ୍କ ମୁହଁରେ ଯଦି ଦାଗ ହୋଇଛି ତାହେଲେ ଖଣ୍ଡେ ଲେମ୍ବୁକୁ ଆପଣ ଦାଗ ହୋଇଥିବା ଯାଗାରେ ଯଦି ଘସିବେ ତାହେଲେ ୨ସପ୍ତାହ ଭିତରେ ଏହି ଦାଗ ଶୀଘ୍ର ଭଲ ହେବା ସହ ଆପଣ ସୁନ୍ଦର ମଧ୍ୟ ଦେଖାଯିବେ । ଆପଣ ୨ଚାମଚ ଦହି ଓ ଗୋଟେ ଖଣ୍ଡ ଲେମ୍ବୁକୁ ଚିପୁଡି ପେଷ୍ଟ ବନାଇ ସେହି ପେଷ୍ଟକୁ ମୁଁହରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏମିତି ଗୋଟେ ସପ୍ତାହ କଲାପରେ ଦେଖିବେ ଆପଣଙ୍କ ମୁହଁରୁ ଦାଗ ଦୂର ହେବ ସହ ଆପଣ ଚିକ୍କଣ ଦେଖାଯିବେ ।


ସେୟାର କରନ୍ତୁ