ଲଞ୍ଚ ହେଲା MI ର dual drive earphoneରହିଛି ଏହି ସବୁ ଫିଚର

Truthink
ସେୟାର କରନ୍ତୁ

ଚାଇନାର ଟେକ୍ କମ୍ପାନୀ ସାଓମି ଭାରତରେ ବହୁ ପ୍ରତିକ୍ଷିତ Earphone ଲଞ୍ଚ କରିଛି । ଗ୍ୟାଜେଟସ୍ ପ୍ରିୟ ଲୋକମାନଙ୍କ ପାଇଁ ଖୁସି ଖବର । ସାଓମି ନିଜର ଲାଟେଷ୍ଟ Earphone ଭାରତରେ ଲଞ୍ଚ କରି ସାରିଛି ।
ୟୁଜର୍ସ ମାନଙ୍କୁ ଏହି Earphone ରେ ଡୁଆଲ ଡାଇନାମିକ୍ ଡ୍ରାଇଭସ୍ ସହିତ ଟ୍ୟାଙ୍ଗେଲ ଫ୍ରି ୱାୟାର ମଧ୍ୟ ମିଳିବ । ଯାହା ଫଳରେ ଲୋକମାନଙ୍କୁ ଆଉ ର ୱାୟାର କୁ ଠିକ୍ କରିବାରେ ସମୟ ନଷ୍ଟ କରିବାକୁ ପଡିବନି ।
ଫିଚରସ ଉପରେ ଏହି Earphone ରେ 10ଏମଏମ ଓ 8ଏମଏମର ଦୁଇଟି ଡ୍ରାଇଭର ଦିଆଯାଉଛି । ଏଥି ସହିତ ୟୁଜର୍ସ ମାନଙ୍କୁ MI Dual Driver Earphone ରେ ଜବରଦସ୍ତ ଅଡିଓ କ୍ୱାଲିଟି ମିଳିବ । ଆଉ ସବୁଠାରୁ ଆକର୍ଷଣୀୟ ଫିଚର ହେଲା ଏହି Earphone ଟି ସ୍କାର୍ଚ ପ୍ରୁଫ ହେବା ସହିତ ଏଥିରେ ଫିଙ୍ଗରପ୍ରିଣ୍ଟ ସେଟିଙ୍ଗସ୍ ମଧ୍ୟ ମିଳିବ ।


ସେୟାର କରନ୍ତୁ