ଲେମ୍ବୁପାଣିର ଉପକାରୀ ଗୁଣ

Truthink
ସେୟାର କରନ୍ତୁ

ଲେମ୍ବୁପାଣୀ ଶରୀର ପାଈଁ ଅନେକ ଲାଭଦାୟକ ହୋଇଥାଏ ।

ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାଦ୍ୱାରା ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ । ଏଥିପାଇଁ ଲେମ୍ବୁ ପାଣି ପିଇବା ସମୟରେ ଗ୍ଲାସ ପରିବର୍ତ୍ତେ ଷ୍ଟ୍ର’ ବ୍ୟବହାର କରନ୍ତୁ । ଏପରି କଲେ ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ ।
ଯେଉଁମାନଙ୍କ ଅମ୍ଳପିତ୍ତ ସମସ୍ୟା ରହିଛି, ସେମାନେ ଲେମ୍ବୁ ପାଣି ପିଇବା ଅନୁଚିତ୍ ଏହା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ । ଖାଦ୍ୟ ଖାଇସାରିବା ପରେ ଲେମ୍ବୁ ପାଣି ପିଇବା ଏହା ଏକ ଖରାପ ଅଭ୍ୟାସ । ଏହା ଯୋଗୁ ଆପଣଙ୍କ ପେଟ ସମସ୍ୟା ସୃଷ୍ଟି ହୋଇଥାଏ ।


ସେୟାର କରନ୍ତୁ