ଗୋଇଠି ଫାଟିବାର କାରଣ ନିରାକରଣ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତଦିନେ ବହୁଲୋକଙ୍କର ପାଦ ଫାଟିବା ଏକ ମୁଖ୍ୟ ସମସ୍ଯା । ପରିବେଷ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ । ପାଚନ କ୍ରିୟାରେ ଅଣିମିତତା ଏହାର ମୁଖ୍ୟ କାରଣ । ସବୁଜ ପନିପରିବା , ଅମ୍ରୁତ୍ଭଣ୍ଡା, କଦଳୀ, ଟମାଟୋ ଆଦି ଖାଇଲେ ପାଚନ କ୍ରିୟା ସ୍ଵାଭାବିକ ହୋଇଥାଏ । 

ଯାହାର ଫଳସ୍ବରୂପ ପାଦ ମଧ୍ୟ ଫାଟି ନଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଈଁ ଭିଟାମିନ ସି ଯୁକ୍ତ ଅଧିକ ଖାଦ୍ୟ ଖାଇବା ଉଚିତ । ଠିକ ସେହିପରି ସୋରିଷ ତେଲ ପାଦରେ ମାଲିସ କରିଲେ ପାଦ ଫାଟିବା ସମସ୍ୟା ଦୂର ହୋଇଥାଏ ।


ସେୟାର କରନ୍ତୁ