ନିମ୍ବତେଲର ଉପକାରୀ ଗୁଣ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ନିଜର ତ୍ଵଚାରେ ଚମକ ପାଈଁ ଆପଣ ଅନେକ ପ୍ରକାର ତେଲର ବ୍ୟବହାର କରୁଥିବେ ୲ ବଜାରରେ ଏମିତି ଅନେକ ପ୍ରକାରର ତେଲ ଓ ପ୍ରସାଧାନ ସାମଗ୍ରୀ ମିଳୁଛି ଯେଉଁଥିରେ ନିଜ ଚେହେରାର ଚମକ ବଢେଇ ପାରିବେ ୲

କିନ୍ତୁ ଏହାର ଅନେକ ସାଇଡ ଇଫେକ୍ଟ ରହୁଛି ୲ ଯାହା ତ୍ଵଚା ଉପରେ ଖରାପ ପ୍ରଭାବ ପକାଇଥାଏ ୲ ଆଜି ଆମେ ଆପଣକୁ ଏକ ତେଲ ବିଷୟରେ କହିବୁ ଯାହା ବ୍ୟବହାର କରିଲେ ତ୍ଵଚାର ଚମକ ଆସିଥାଏ ଆଉ    କିଛି ଖରାପ ପ୍ରଭାବ ମଧ୍ୟ ପକାଇନଥାଏ ୲

ନିମ୍ବତେଲର ଅନେକ ଔଷଧୀୟ ଓ ଉପକାରୀ ଗୁଣ ଭରି ରହିଛି ୲ ଯାହା କେବଳ ତ୍ଵଚା ପାଈଁ ନୁହେଁ ବରଂ ଶରୀର ପାଈଁ ବି ଲାଭଦାୟକ ହୋଇଥାଏ ୲

ତ୍ଵଚାକୁ ଅଧିକ ଚମକ ଦେଵା ସହ ମୁଁହର ଉଜ୍ଜଳ ବଢାଏ ନିମ୍ବ ତେଲ ୲ ନିମ୍ବ ତେଲ ଶରୀରରେ ଏକ୍ଜିମା ଦୂର କରିଥାଏ ୲ ନିମ୍ବତେଲରେ ଆଣ୍ଟି ପଙଗଳ ଏଜେଣ୍ଟ ଥାଏ ୲ ଏଥିରେ ଥିବା ଭିଟାମିନ ଏହି ତତ୍ଵ ଗୁଡିକୁ ନଷ୍ଟ କରିଦିଏ ୲

ଯାହା ଫଳରେ ସଂକ୍ରମଣ ହୋଇ ନଥାଏ ୲ ନିମ୍ବ ତେଲ ବ୍ୟବହାର ଫଳରେ ରୂପୀ ସମସ୍ୟା ମଧ୍ୟ ଦୂର ହୋଇଯାଏ ୲ ନିମ୍ନ ତେଲ ବ୍ୟବହାର ଦ୍ଵାରା ଅନେକାଂଶରେ ସମସ୍ୟା ଦୂର ହୋଇଥାଏ


ସେୟାର କରନ୍ତୁ