30 ବର୍ଷରେ 100ଫିଲ୍ମ ଦେବା ପରେ କାହିଁକି ଦୁରକୁ ଯିବାକୁ ଚାହୁଁଛନ୍ତି ଅଜୟ ଦେବଗନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ର ଜଣେ ଷ୍ଟାଇଲିଷ୍ଟ ଆକଟର୍ସ ମାନଙ୍କ ମଧ୍ୟରେ ସାମିଲ ଅଜୟ ଦେବଗନ ଫିଲ୍ମ ଇଣ୍ଡ୍ରଷ୍ଟିରେ 3ଦଶକ ଧରି ସକ୍ରିୟ ଅଛନ୍ତି । ସେ ଏହି ସମୟ ମଧ୍ୟରେ ଆକ୍ସନରୁ ନେଇକରି କମେଡୀ ପର୍ଯ୍ୟନ୍ତ ସଫର କରିଅଛନ୍ତି । ଏହା ବ୍ୟତୀତ ମଧ୍ୟ ସେ ଭୁତ ସମ୍ବେଦନଶୀଲ ରୋଲରେ ପ୍ଲେ କରିଅଛନ୍ତି । ତେବେ ସେ 90ଦଶକରେ ଚୁନିନ୍ଦା ଆକ୍ଟର ମାନଙ୍କ ମଧ୍ୟରେ ସାମିଲ ଯେକି ଆଜି ପର୍ଯ୍ୟନ୍ତ ହିତ ଫିଲ୍ମ ମାନ ଦେଇ ଚାଲିଛନ୍ତି ଓ ଜଲ୍ଦି ଐତିହାସିକ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିଅର’ରେ ନଜର ଆସିବେ । ଫିଲ୍ମର ପ୍ରମୋଶନରେ ବିଜି ଅଜୟ ଦେବଗନ ଏକ ଇଣ୍ଟରଭିୟୁରେ କ୍ୟାରିୟରକୁ ନେଇକରି ବଡ଼ କଥା କହିଛନ୍ତି ।

ହିନ୍ଦୁସ୍ଥାନ ଟାଇମ୍ସରେ କଥା ବାର୍ତ୍ତା ସମୟରେ ଆକଟର୍ସ କହିଲେକି ଏବେ ନିଜର କ୍ୟାରିୟରରେ ଏକ ପ୍ରଡ୍ୟୁସର ଓ ଏକ ଆକ୍ଟର ଉପରେ ସାମଞ୍ଜସ୍ୟ ବନାଇବାକୁ ଚାହୁଁଛନ୍ତି । କିନ୍ତୁ ଏବେ ସମୟ ଆସିଯାଇଛି,ଯେବେ ସେ ପୁରା ପ୍ରଡ୍ୟୁସର ଵନିଯିବେ । ଅଜୟ କହିଲେ,ମୋତେ ଜଣା କି ଏକ ଆକ୍ଟର ହିସାବରେ ମୋର ଏକ ସୀମା ଅଛି । କିଛି ବର୍ଷ ପରେ ମୁଁ ଜଣେ ମେନଷ୍ଟ୍ରିମ ଆକ୍ଟର ରହିବି ନାହିଁ ଓ ମୋତେ ମଧ୍ୟ କ୍ୟାରେକ୍ଟର ରୋଲ ମିଳିବ । ଏମିତିରେ ମୋର ସାରା ଫୋକସ ପ୍ରଡକ୍ସନ ତରଫଙ୍କୁ ଚାଲିଯିବ ।

ତାନାଜୀର ଉଦାହରଣ ଦେଇ ଅଜୟ କହିଲେ ବଡ଼ ବଜେଟର ଫିଲ୍ମ ବାନେଇବାକୁ ହେଲେ ବୁଦ୍ଧିମତାର ଆବଶ୍ୟକ ରହିଛି । ସବୁ ଜିନିଷ ପଇସା ହିଁ ନୁହେଁ । ବଭାଲି ବଡ଼ ବଜେଟର ଫିଲ୍ମ କରିବାକୁ ହେଲେ ଆପଣକୁ ବୁଦ୍ଧିମତାର ଆବଶ୍ୟକ ପଡ଼ିବ । ଫିଲ୍ମର ବଜେଟ ବଡ଼ ଫିଲ୍ମ ତୁଳନାରେ କମ ଅଟେ କିନ୍ତୁ ଯେବେ ଆପଣ ଫିଲ୍ମର ବିଜୁଆଲ ଦେଖିବେ ଆପଣାକୁ ଲାଗିବକି ଏହା ଏକ ବଡ଼ ଫିଲ୍ମ ଅଟେ । ଏହା ସିରଫ ଏଥିପାଇଁ କାହିଁକି ନା ଆମେ ଏହି ଫିଲ୍ମ ଉପରେ ପୂର୍ବରୁ 4ବର୍ଷ ହେବ କାମ କରୁଅଛୁ ।

ଫିଲ୍ମର କଥା କହିବାତ ଆଃ 10ଜାନୁୟାରୀ 2020 ରିଲିଜ ହେବ । ଫିଲ୍ମରେ ଅଜୟ ଦେବଗନ ତାନାଜୀ ମାଲୁସରେ ରୋଲରେ ଅଛନ୍ତି ଏବଂ କାଜୋଲ ତାଙ୍କ ପତ୍ନୀ ସାବିତ୍ରୀବାଇ ମାଲୁସରେ ରୋଲ ପ୍ଲେ କରୁଥିବାର ନଜରରେ ଆସିବେ । ତାଙ୍କ ବ୍ୟତୀତ ସୈଫ ଅଲି ଖାନ ଉଦୟ ଭାନଙ୍କ ରୋଲ ପ୍ଲେ କରିଛନ୍ତି । ଏହି ଫିଲ୍ମର ନିର୍ଦେଶନ ଓମ ରାଓତ କରିଛନ୍ତି ।


ସେୟାର କରନ୍ତୁ