ସମୁଦ୍ରରେ ମସ୍ତି ମୋଡ଼ରେ ସାରା ଅଲି ଖାନ,କିଛି ଫଟୋ ସାମ୍ନାକୁ ଆସିଲା

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ବଲିଓଡ଼ ଆକଟର୍ସ ସାରା ଅଲି ଖାନ ଏହିଦିନ ମାନଙ୍କରେ ନିଜର ଫଟୋକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋ ଗୁଡିକରେ ଯେଉଁ ଲୋକ ଦେଖାଯାଉଛି ସାରା ମସ୍ତି ମୋଡ଼ରେ ଥିଲା ଭଳି ଜଣାପଡୁଛି । ତେବେ ସାରା ଏବେ ନିଜର ଫାମେଲୀଙ୍କ ସହିତ ବୁଲିବାକୁ ଯାଇଛନ୍ତି । ଏହି ସମୟରେ ସେ ଜମକର ମସ୍ତି କରୁଛନ୍ତି । ଏହା ସାଥିରେ ମଧ୍ୟ ସେ ନିଜର ବିକିନି ପିନ୍ଧା ଫଟୋ ସେୟାର କରିଛନ୍ତି ।

ସାରା ପୂର୍ବରୁ କିଛି ଦିନ ହେବ 25ରୁ ଅଧିକ ବିକିନି ଫଟୋ ସେୟାର କରିଛନ୍ତି,ଯେଉଁଥିରେ ସେ ଖୁବ ଗ୍ଲାମର୍ସ ଲାଗୁଛନ୍ତି । ଏଥିରେ ନିଜର ବୋଲଡ ଅନ୍ଦାଜ ପାଇଁ ସାରା ଅଲି ଖାନ ଚର୍ଚ୍ଚାରେ ଅଛନ୍ତି । କହିବାକି ସାରା ଏବେ ନିଜର ମା ଅମୃତା ସିଂହ ଏବଂ ଭାଇ ଇବ୍ରାହିମ ଅଲି ଖାନଙ୍କ ସାଥିରେ ମାଳଦ୍ଵୀପରେ ନିଜର ଛୁଟି କଟାଉଛନ୍ତି । ଏହି ମୌକାରେ ଏ ତିନି ଜଣଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଅଛି ।

ସାରା ନିଜର ଫଟୋ ସହିତ କେତେ ଗୁଡିଏ ଭିଡ଼ିଓ ମଧ୍ୟ ସେୟାର କରିଅଛନ୍ତି । ଯେଉଁଥିରେ ସେ ସମୁଦ୍ରରେ ପହଁରୁଥିବା,ସ୍କୁବା ଡ୍ରାଇଭିଂଏବଂ କିଛି ଏଡ଼ବେଞ୍ଚରଲ ଆକ୍ଟିଭିଟି କରୁଥିବାର ନଜର ଆସୁଛନ୍ତି । ସାରଙ୍କ କିଛି ଫଟୋରେ ତାଙ୍କର ମା କ୍ଲିକ କରିଛନ୍ତି ଏବଂ ସାରା ଅଲି ଖାନ ନିଜର ଏହି ଲୋକରେ ଦର୍ଶକଙ୍କର ତାରିଫ ସାଉଣ୍ଟୁଛନ୍ତି । ତାଙ୍କର ଫଟୋରେ ଏଥିରେ ସୁଇମିଙ୍ଗ ପୁଲରେ ରେଷ୍ଟ କରିବା ନେଇ ୱାଟର ସ୍ପୋର୍ଟସ ଏନଞ୍ଜୟେ କରିବା ପର୍ଯ୍ୟନ୍ତ ସାମିଲ ଅଛି ।

କହିଦେବାକି,ସାରା ଅଲି ଖାନ ଫିଲ୍ମ କେଦାରନାଥ ଏବଂ ସିମ୍ବାରେ ନଜର ଆସିଛନ୍ତି । ଏହା ପରେ ସେ ଜଲ୍ଦ କୁଲି ନମ୍ବର 1ଏବଂ ଅଜକଲରେ ଦେଖାଦେବେ । କୁଲି ନମ୍ବର 1ରେ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ସାଥିରେ ନଜର ଆସିବେ । ସାରା ବଲିଓଡ଼ର ଛୋଟେ ନବାବି ସୈଫ ଅଲି ଖାନ ଏବଂ ଅଶି ଦଶକର ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ ଅଟନ୍ତି ।

View this post on Instagram

☀️🦋🌊🛶⛵️🚤🏝

A post shared by Sara Ali Khan (@saraalikhan95) on


ସେୟାର କରନ୍ତୁ