ଭାବ ବିହ୍ଵଳ ହେଲେ ଫ୍ୟାନ୍ସ , ବହୁ ଭଳି ସାଜିଲା ସିନେମା ଘର, ବାହାରିଲା ବାଇକ ରାଲି

ସିନେମା
ସେୟାର କରନ୍ତୁ

ବକ୍ସ ଅଫିସରେ ଭଲ ଆୟ କରୁଥିବା ସୁଲତାନ ଯଥା ଦବଙ୍ଗ ଖାନଙ୍କ ସିନେମା ଘରକୁ ଜୋରଦାର ସ୍ୱାଗତ କରାଯାଉଛି । ଚୂଲବୁଲ ପାଣ୍ଡେଙ୍କର ଫ୍ୟାନ୍ସ ମାନଙ୍କର ଥିଏଟର ବାହାରେ ଗହଳି ଦେଖିବାକୁ ମିଳୁଅଛି । ଫ୍ୟାନ୍ସ ମାନେ ସିନେମା ଘରକୁ ବହୁ ଭଳିଆ ସଜାଇଛନ୍ତି । ନିଜର ରାଓଡ଼ି ହିରୋ ପାଇଁ କେହି କେହି ବାଇକ ରାଲି ବାହାର କରୁଛନ୍ତି ତ ଆଉ କେହି ଚୂଲବୁଲ ପାଣ୍ଡେଙ୍କର ହୁଡିଙ୍ଗ ଓ କେହି କେକ କଟୁଥିବବାର ଦେଖା ଯାଉଅଛି ।

ସୋସିଆଲ ମିଡିଆରେ ଭାଇଜଣଙ୍କର ଡ଼ାଈ ହାର୍ଡ ଫ୍ୟାନ୍ସଙ୍କ ଦବଙ୍ଗ 3 ସେଲିବ୍ରେସନ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ସିନେମା ଘର ଭିତରେ କେବଳ ନୁହେଁ ବାହାରେ ମଧ୍ୟ ଫ୍ୟାନ୍ସ ମାନଙ୍କର ଗହଳି ଦେଖିବାକୁ ମିଳୁଛି । ମାଲୁମ ଅଛି କି ଦବଙ୍ଗ 3ର ପ୍ରଥମ ଦୁଇ ପାର୍ଟ ହିଟ ରହିଛି । କ୍ରିସମାସର ମୌକାରେ ସଲମାନ ନିଜର ଫ୍ୟାନ୍ସ ମାନଙ୍କୁ ସବୁଠାରୁ ବଡ଼ ଟ୍ରିଟ ଦେଇଛନ୍ତି । ସାରା ଦେଶରେ ଯେଉଁଠି ନାଗରିକତା କାନୁନର ବିରୋଧରେ ସଡକ ଉପରେ ପ୍ରଦର୍ଶନ ଚାଲୁ ରହିଅଛି, ସେଇଠି ସଲମାନଙ୍କର ଫ୍ୟାନ୍ସ ମାନଙ୍କ ଉପରେ ବିଗିଡି ଥିବା ହଲାତର କୌଣସି ଫରକ ପଡ଼ିନାହିଁ ।

ସଲମାନଙ୍କ ପାଇଁ ଫ୍ୟାନ୍ସ ଙ୍କ ଦୀଵାନାପନ
ସେମାନେ ବିନା ଡରେ ଭାଇଜାନଙ୍କ ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ଶୋକୁ ଦେଖିବା ପାଇଁ ଘରୁ ବାହାରକୁ ଆସୁଛନ୍ତି । ଏହି ଫଟୋ ଏବଂ ଭିଡିଓରୁ ଦେଖନ୍ତୁ ଫ୍ୟାନ୍ସ ମାନଙ୍କର ଦୀଵାନାପନ ।

ଫିଲ୍ମ ଦବଙ୍ଗ 3ର କଥା କହିବାତ ଏହାକୁ କ୍ରିଟିକ୍ସଙ୍କ ଭଲ ରେସସ୍ପନସ ମିଳୁଛି । କିନ୍ତୁ ପବ୍ଲିକ ଏହି ଫିଲ୍ମକୁ ମିଲା ଜୁଲା ରେସସ୍ପନସ ଦେଉଛନ୍ତି । କାହାକୁ ଦବଙ୍ଗ 3 ବ୍ଲାକ ବଷ୍ଟର ଲାଗୁଛି ତ ଆଉ କେହି ପ୍ଳାପ ଏବଂ ଶିରଦରଦ କହୁଛନ୍ତି । ଏହି ଫିଲ୍ମଟି ପ୍ରଥମ ଦିନରେ 40କରୋଡ଼ କମାଇଲା ଭଳି ଲାଗୁଛି । ଦେଖିବାକୁ ବାକି ଅଛି ପବ୍ଲିକ ଏବଂ କ୍ରିଟିକ୍ସଙ୍କ ରେସସ୍ପନସ ଫିଲ୍ମର ବିଜନେସ ଉପରେ କେମିତି ଅସର ଆଣୁଛି ।


ସେୟାର କରନ୍ତୁ