କେତେ ଉପକାରୀ ବୁଟଡାଲି

Truthink
ସେୟାର କରନ୍ତୁ

ସୁସ୍ଥ ଶରୀର ପାଈଁ ଆବଶ୍ୟକ ବୁଟଡ଼ାଲି । ଏହା ଘରେ ଘରେ ବେଶ ପରିଚିତ । ପ୍ରତିଦିନର ୧୦୦ଗ୍ରାମ ବୁଟ ଡ଼ାଲି ଖାଇବା ଭଲ । କାରଣ ଏଥିରେ ୩୩ ହଜାର କ୍ୟାଲେରୀ ସହ ୧୧ଗ୍ରାମ ଫାଇବର ଏବଂ ପ୍ରୋଟିନ ରହିଛି ।
ଆସନ୍ତୁ ଜାଣିବା ଏହାର ଉପକାରିତା:-
୧. ଫାଇବର-ବୁଟଡ଼ାଲିରେ ଫାଇବର ଅଧିକ ଥାଏ । ଯାହା କୌଷ୍ଠକାଠିନ୍ୟକୁ ଦୁର କରେ ।
୨. ଏହା ଦ୍ୱାରା କଲେଷ୍ଟ୍ରଲ କମିଥାଏ ।
୩. ବୁଟ ଡ଼ାଲିରେ ଗ୍ଲାଇସମିକ ଇଣ୍ଡେକ୍ସ ହେତୁ ଡ଼ାଇବେଟିସ୍ କୁ ନିୟନ୍ତ୍ରଣ ରଖେ ।
୪. ୧୦୦ଗ୍ରାମ ବୁଟଡ଼ାଲିକୁ ୨ଗ୍ଲାସ ପାଣିରେ କିଛି ଘଣ୍ଟା ଭିଜାଇ ।ଡ଼ାଲିକୁ ଛାଣି ଗୁଡ଼ ପକାଇ ସେବନ କର ।
୫. ଆଇରନ ଅଭାବ ଥିଲେ ଏହା ରକ୍ତକଣିକା ତିଆରି କରେ ।


ସେୟାର କରନ୍ତୁ