ଗାନ୍ଧୀ ଜୟନ୍ତୀ ଅବସରରେ ଫ୍ୟାନ୍ସ ମାନଙ୍କୁ କଣ ମେସେଜ ଦଉଛନ୍ତି ସଲମାନ,ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସଲମାନ ଖାନ ଗାନ୍ଧୀ ଜୟନ୍ତୀ ଅବସରରେ ଫ୍ୟାନମାନଙ୍କୁ ଏକ ମେସେଜ ଦେଇଛନ୍ତି । ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଗାନ୍ଧୀ ଜୟନ୍ତୀ ଅବସରରେ ଭାଇ କହିଲେ ଆପଣମାନଙ୍କୁ ମେସେଜ ଦେବାକୁ …ଆଉ ଚୂଲୁବୁଲୁ ପାଣ୍ଡେ ତୟାର ଅଛି ।

ଭିଡିଓରେ ସଲ ମାନ କହିଥିଲେ , 2 ଅକଟୋବରରେ ଗାନ୍ଧୀ ଜୟନ୍ତୀ । ଗାନ୍ଧୀ ଜୟନ୍ତୀକୁ ଧୂମଧାମରେ ପାଳନ୍ତୁ। ମହାତ୍ମା ଗାନ୍ଧୀ ଆମର ରାଷ୍ଟ୍ରୀୟ ପିତା । ଏହା ସାଥିରେ କମ ,କମ କାହିଁକି ବହୁତ ବେଶି ଫିଟ ଇଣ୍ଡିଆ ଉପରେ ଧ୍ୟାନ ଦିଅନ୍ତୁ, ଭାରତକୁ ସ୍ଵଛ କରନ୍ତୁ ଯଥା -ସ୍ଵଛ ଭାରତ ,ସ୍ଵଛ ଭାରତୀୟ ,ଫିଟ ଇଣ୍ଡିଆ । ସଲମାନ ଖାନ ଏଇ ଦିନ ଗୁଡିକରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ।

ସଲମାନ ଖାନଙ୍କ କେଉଁ ଫିଲ୍ମ ହବ ରିଲିଜ ?

ସଲମାନ ଖାନ ଏବେ କେତେ ଗୁଡିଏ ଫିଲ୍ମରେ କାମ କରୁଛନ୍ତି । ଆକ୍ଟରଙ୍କର ଆଗକୁ ରିଲିଜ ଅପେକ୍ଷ୍ୟାରେ ଥିବା ଫିଲ୍ମ ହେଉଛି ଦବଙ୍ଗ 3 । ଏହି ଫିଲ୍ମରେ ପ୍ରଭୁଦେବା ନିର୍ଦେଶକ ଅଛନ୍ତି । ସାଉଥ ଆକ୍ଟର କିଚ ସୁଦିପ ନେଗେଟିଭ ରୋଲ କରିଛନ୍ତି । ସଲମାନ ଖାନଙ୍କ ବିପକ୍ଷରେ ସୋନାକ୍ଷୀ ସିହ୍ନା ନଜର ଆସିବେ । 20 ଡିସେମ୍ବରରେ ଏହି ଫିଲ୍ମଟି ସିନେମା ଘରକୁ ରିଲିଜ ହୋଇ ଆସିବ ।
ସଲମାନ ଖାନଙ୍କର କିକ 2,ଏକ ଥା ଟାଇଗର 3 ଲାଇନରେ ଅଛି । ଏହା ପରେ ମଧ୍ୟ ସଲମାନ ବିଗ ବସ 13 ରେ ହୋଷ୍ଟ କରୁଛନ୍ତି । ବିଗ ବସର ଏହି ସିଜିନ୍ ବହୁତ ମଜାଦାର ରହୁଛି ।


ସେୟାର କରନ୍ତୁ