କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝାଞ୍ଜିରୀବେରେଣୀର ବେଣୀହୁଡି ପାହାଡ଼ ଉପରେ ମକର ଯାତ୍ରା ଧୁମ ଧାମ ରେ ପାଳିତ ହୋଇଯାଇଛି l ଏହି ପାହାଡ଼ ଉପରେ ଦୁଇଟି ବିରାଟ କାୟ ଗୁମ୍ଫା ରହିଛି l, ଗୁମ୍ଫା ଦୁଇଟି ର ନାମ ହେଉଛି ବିଲୁଆ ଗୁମ୍ଫା l

ଗୁମ୍ଫା ଦୁଇଟିକୁ ଦେଖିବା ପାଇଁ ହଜାର ହଜାର ଲୋକମାନଙ୍କର ଜନ ସମାଗମ ଦେଖିବାକୁ ମିଳିଥିଲା l ଏଠିକାର ଲୋକ ମାନେ କହିବା ଅନୁସାରେ ରଜା ରାଜୁଡ଼ି ଅମଳରୁ ଏହି ପାହାଡ଼ ଉପରେ ଯେଉଁ ଗୁମ୍ଫା ଦୁଇଟି ଅଛି l
