କାମାକ୍ଷାନଗରରେ 16 ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍ ପରିସରରେ ମ୍ୟାଟ ସୋ ଗି -du ଆସୋସିଏସନ୍ ଏକାଡେମୀ, କାମାକ୍ଷାନଗର ଆନୁକୁଲ୍ୟରେ 16 ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ହୋଇଯାଇଛି । ପରୀକ୍ଷକ ଭାବେ ପ୍ରଭାତ ଚନ୍ଦ୍ର ସାହୁ ଯୋଗ ଦେଇଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ରମେଶ ଚନ୍ଦ୍ର ପୃଷ୍ଟି ଯୋଗ ଦେଇଥିଲେ ।

ଏଥିରେ 60 ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ । ସହଯୋଗୀ ଭାବେ ଅମର ନାହକ, ଯୋଗେନ୍ଦ୍ର ଦାସ,ସ୍ତିତିପ୍ରଜ୍ଞା ସାହୁ, ଅଶୋକ କୁମାର ନାୟକ, ଯୋଗେନ୍ଦ୍ର ଦାସ ରହି ପରୀକ୍ଷ।ରେ ସହଯୋଗ କରୁଥିଲେ ।


ସେୟାର କରନ୍ତୁ