ସେପ୍ଟେମ୍ବରରେ କେତେ ହୋଇଛି ବର୍ଷା, ଆସନ୍ତୁ ଜାଣିବା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସେପ୍ଟେମ୍ବର ମାସର ଏଯାବତ ରାଜ୍ୟରେ 315.9 ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ | ଯାହା ସ୍ୱାଭାବିକ ବର୍ଷା 220.6 ମିମି ତୁଳନାରେ 43 ପ୍ରତିଶତ ଅଧିକ ରହିଛି |

ଏହି 27 ଦିନର ବର୍ଷା, ସେପ୍ଟେମ୍ବର ମାସର ସ୍ୱାଭାବିକ ବର୍ଷା 235.7 ମିମି ତୁଳନାରେ 34 ପ୍ରତିଶତ ଅଧିକ ରହିଛି |


ସେୟାର କରନ୍ତୁ