ନିଖୋଜ ସୂଚନା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ,ପରଜଙ୍ଗ : କାମର୍ଦା ଗ୍ରାମର ଛବି ବିଶ୍ୱାଳଙ୍କ ବଡ ପୁତ୍ର ପ୍ରଭାତ ବିଶ୍ୱାଳ (ଓମ ) ବୟସ 14 ଗତ ତା-8-09-2023 ରେ କୁଟୁରିଆରୁ ସରକାରୀ ବସ ଯୁଗେ ଘରକୁ ଆସୁଥିଲେ ହେଲେ ଆଜି ପର୍ଯ୍ୟନ୍ତ ଘରେ ପହଞ୍ଚି ନାହାନ୍ତି l ପ୍ରଭାତ କୁଟୁରିଆରେ ତାଙ୍କ ମାମୁଁ ଘରେ ରହି କୁଟୁରିଆ ହାଇସ୍କୁଲରେ ନବମ ଶ୍ରେଣୀର ପାଠ ପଢୁଥିଲେ l ଯଦି କେହି ସୂ ହୃଦୟ ବ୍ୟକ୍ତି ତାଙ୍କର ସୂଚନା ପାଆନ୍ତି ତେବେ ତୁରନ୍ତ ମୋ-7849082625- -8249554950 ଏହି ନମ୍ବରକୁ ଯୋଗାଯୋଗ କରନ୍ତୁ l


ସେୟାର କରନ୍ତୁ